କଟକ: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

କଟକ: କଟକର ସିଡିଏ ସେକ୍ଟର-୧୦ ଅଞ୍ଚଳରୁ ଏକ ନିର୍ମାଣାଧୀନ ଘରୁ ଆଜି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଇନିପଡ଼ାର ସ୍ମୃତିରଞ୍ଜନ ବେହେରା। ସ୍ମୃତି ରଞ୍ଜନ ସେକ୍ଟର-୧୧ରେ ଘର ଭଡ଼ା ନେଇ ରହୁଥିଲେ। ସେ ଜଣେ  ଏଲଆଇସି ଏଜେଣ୍ଟ୍ ଭାବେ କାମ କରିବା ସହ ଟ୍ରାଭେଲ ଏଜେନ୍ସିରେ ଥିଲେ ବୋଲି ଜଣାପଡ଼ିଛି। ବ୍ୟକ୍ତିଗତ ଶତ୍ରୁତାରୁ ସ୍ମୃତିରଞ୍ଜନଙ୍କୁ କେହି ହତ୍ୟା କରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ତେବେ ପ୍ରକୃତ […]

cuttack

cuttack

Rakesh Mallick
  • Published: Tuesday, 23 February 2016
  • Updated: 23 February 2016, 05:58 AM IST

Sports

Latest News

କଟକ: କଟକର ସିଡିଏ ସେକ୍ଟର-୧୦ ଅଞ୍ଚଳରୁ ଏକ ନିର୍ମାଣାଧୀନ ଘରୁ ଆଜି ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଇନିପଡ଼ାର ସ୍ମୃତିରଞ୍ଜନ ବେହେରା। ସ୍ମୃତି ରଞ୍ଜନ ସେକ୍ଟର-୧୧ରେ ଘର ଭଡ଼ା ନେଇ ରହୁଥିଲେ। ସେ ଜଣେ  ଏଲଆଇସି ଏଜେଣ୍ଟ୍ ଭାବେ କାମ କରିବା ସହ ଟ୍ରାଭେଲ ଏଜେନ୍ସିରେ ଥିଲେ ବୋଲି ଜଣାପଡ଼ିଛି। ବ୍ୟକ୍ତିଗତ ଶତ୍ରୁତାରୁ ସ୍ମୃତିରଞ୍ଜନଙ୍କୁ କେହି ହତ୍ୟା କରିଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି। ତେବେ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos