କଟକ: ଯୁବକଙ୍କୁ ହତ୍ୟା ଅଭିଯୋଗ, ୩ ଅଟକ

କଟକ: କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ତଳସାହିର ଅଟୋଚାଳକ ହୀରାମଣି ପାତ୍ର। ଗୁରୁବାର ବିଳମ୍ବିତ ରାତିରେ ହୀରାମଣିଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତିନି ଜଣଙ୍କୁ  ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ମା’ ପଦ୍ମାବତୀ ପାତ୍ର କହିଛନ୍ତି,“ମୋ ପୁଅ ଚାଉଳିଆଗଞ୍ଜର ଦୁର୍ଗାଛକରେ ବାବୁଲି ସାହୁ  ଘରେ  କାମ […]

c

c

Rakesh Mallick
  • Published: Friday, 18 March 2016
  • Updated: 18 March 2016, 08:57 AM IST

କଟକ: କଟକ ଚାଉଳିଆଗଞ୍ଜ ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ଜଣକ ହେଲେ ତଳସାହିର ଅଟୋଚାଳକ ହୀରାମଣି ପାତ୍ର। ଗୁରୁବାର ବିଳମ୍ବିତ ରାତିରେ ହୀରାମଣିଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତିନି ଜଣଙ୍କୁ  ଅଟକ ରଖି ପଚରାଉଚରା କରୁଛି।

ମୃତକଙ୍କ ମା’ ପଦ୍ମାବତୀ ପାତ୍ର କହିଛନ୍ତି,“ମୋ ପୁଅ ଚାଉଳିଆଗଞ୍ଜର ଦୁର୍ଗାଛକରେ ବାବୁଲି ସାହୁ  ଘରେ  କାମ କରିବା ସହ ଓଟୋ ଚଲାଉଥିଲା।  ପଇସା ନପୋଷେଇବାରୁ ସେ କାମ ଛାଡି ଦେଇଥିଲା।  କାମ ଛାଡିଦେଇଥିବାରୁ  ବାବୁଲି ସାହୁର ପୁଅ ବୁନୁ ତାକୁ ହତ୍ୟା  କରିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story