କଟକ: ପୂର୍ତ୍ତ ବିଭାଗ ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ପୂର୍ତ୍ତ ବିଭାଗର ବରିଷ୍ଠ କିରାଣି ପ୍ରଶାନ୍ତ ମହାପାତ୍ରଙ୍କ ଢେଙ୍କନାଳ ସ୍ଥିତ ବାସଭବନ ସହ ମାକେର୍ଟ କମ୍ପ୍ଲେକ୍ସରେ ଚଢ଼ାଉ କରାଯାଇଛି। ସେହିପରି କଟକ ସିଡିଏ ସେକ୍ଟର-୬ ସ୍ଥିତ ପ୍ଲଟ ନମ୍ବର ଡି-୧୦୭୪ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ  ଚାଲିଛି। ରିପୋର୍ଟ ଲେଖା ଯିବାବେଳକୁ ଚଢ଼ାଉ ଜାରି ରହିଛି।

vigilace -5

vigilace -5

Rakesh Mallick
  • Published: Friday, 04 March 2016
  • Updated: 04 March 2016, 05:50 AM IST

Sports

Latest News

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ପୂର୍ତ୍ତ ବିଭାଗର ବରିଷ୍ଠ କିରାଣି ପ୍ରଶାନ୍ତ ମହାପାତ୍ରଙ୍କ ଢେଙ୍କନାଳ ସ୍ଥିତ ବାସଭବନ ସହ ମାକେର୍ଟ କମ୍ପ୍ଲେକ୍ସରେ ଚଢ଼ାଉ କରାଯାଇଛି। ସେହିପରି କଟକ ସିଡିଏ ସେକ୍ଟର-୬ ସ୍ଥିତ ପ୍ଲଟ ନମ୍ବର ଡି-୧୦୭୪ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ  ଚାଲିଛି।

ରିପୋର୍ଟ ଲେଖା ଯିବାବେଳକୁ ଚଢ଼ାଉ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos