କଟକ: ପୂର୍ତ୍ତ ବିଭାଗ ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ପୂର୍ତ୍ତ ବିଭାଗର ବରିଷ୍ଠ କିରାଣି ପ୍ରଶାନ୍ତ ମହାପାତ୍ରଙ୍କ ଢେଙ୍କନାଳ ସ୍ଥିତ ବାସଭବନ ସହ ମାକେର୍ଟ କମ୍ପ୍ଲେକ୍ସରେ ଚଢ଼ାଉ କରାଯାଇଛି। ସେହିପରି କଟକ ସିଡିଏ ସେକ୍ଟର-୬ ସ୍ଥିତ ପ୍ଲଟ ନମ୍ବର ଡି-୧୦୭୪ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ  ଚାଲିଛି।

ରିପୋର୍ଟ ଲେଖା ଯିବାବେଳକୁ ଚଢ଼ାଉ ଜାରି ରହିଛି।