କଟକ: ୨ଟି ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ଓ ହେଲପର ଫେରାର

କଟକ: କଟକ ବାଦାମବାଡ଼ି ଥାନା ନିକଟରେ ଆଜି ଭୋର ପ୍ରାୟ ୪ଟା ସମୟରେ ସ୍ଥାନୀୟ ବାସିନ୍ଦା ଦୁଇଟି ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲେ। ଉଭୟ ଗାଡ଼ିରେ ମୋଟ ୧୦ଟି ଗୋରୁଙ୍କ ଗୋଡ଼ ବାନ୍ଧି ନିଆଯାଉଥିବା ସ୍ଥାନୀୟ ଲୋକେ ସୂଚନା ପାଇ ଗାଡ଼ି ଦୁଇଟିକୁ କାବୁ କରିଥିଲେ। ଗାଡ଼ିକୁ ଲୋକେ କାବୁ କରିବା ସମୟରେ ଉଭୟ ଗାଡ଼ିର ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିଲେ। ପ୍ରାୟ ସମସ୍ତ ଗୋରୁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଉତ୍ତ୍ୟକ୍ତ ଲୋକ କିଛି […]

cuttack

cuttack

Rakesh Mallick
  • Published: Sunday, 26 June 2016
  • Updated: 26 June 2016, 11:07 AM IST

Sports

Latest News

କଟକ: କଟକ ବାଦାମବାଡ଼ି ଥାନା ନିକଟରେ ଆଜି ଭୋର ପ୍ରାୟ ୪ଟା ସମୟରେ ସ୍ଥାନୀୟ ବାସିନ୍ଦା ଦୁଇଟି ଗୋରୁ ବୋଝେଇ ଗାଡ଼ିକୁ ଜବତ କରିଥିଲେ। ଉଭୟ ଗାଡ଼ିରେ ମୋଟ ୧୦ଟି ଗୋରୁଙ୍କ ଗୋଡ଼ ବାନ୍ଧି ନିଆଯାଉଥିବା ସ୍ଥାନୀୟ ଲୋକେ ସୂଚନା ପାଇ ଗାଡ଼ି ଦୁଇଟିକୁ କାବୁ କରିଥିଲେ। ଗାଡ଼ିକୁ ଲୋକେ କାବୁ କରିବା ସମୟରେ ଉଭୟ ଗାଡ଼ିର ଡ୍ରାଇଭର ଏବଂ ହେଲପର ଫେରାର ହୋଇଯାଇଥିଲେ।

ପ୍ରାୟ ସମସ୍ତ ଗୋରୁଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ଉତ୍ତ୍ୟକ୍ତ ଲୋକ କିଛି ସମୟ ଧରି ବାଦାମବାଡ଼ି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story