ଭଦ୍ରକ: ଧାମନଗର ଉଦ୍ଭିଦ ସଂରକ୍ଷଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ 

ଭଦ୍ରକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଧାମନଗର ଉଦ୍ଭିଦ ସଂରକ୍ଷଣ  ଅଧିକାରୀ  ଉମେଶ ଚନ୍ଦ୍ର ସାହୁଙ୍କ  ଘରେ  ଆଜି ଭିଜିଲାନ୍ସ ଚଢ଼ାଉ  କରିଛି। ଚଢ଼ାଉ ବେଳେ ପ୍ରାୟ  ଏକ କୋଟିରୁ ଅଧିକ ଟଙ୍କା  ସମ୍ପତ୍ତି ରହିଥିବା ପ୍ରାଥମିକ  ଆକଳନରୁ ଜଣାପଡ଼ିଛି।  ଉମେଶଙ୍କ ଭଦ୍ରକ ବରାଳପୋଖରୀ ବୈକୁଣ୍ଠ ବିହାର ଘର, ଧାମନଗର ଅଫିସ  ଓ ତାଙ୍କ ପୈତୃକ ଘର  ମଇତାପୁରରେ  ଘରେ ମଧ୍ୟ ଚଢ଼ାଉ କରାଯାଇଛି।

vvv

vvv

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 11:37 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story