ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ତୋଟା ପଡିଆଠାରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ଜାମୁକୋଳି ଗଛରେ ଝୁଲନ୍ତା ଶରୀରକୁ ଗାଁଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ମୃତ ଶରୀର ନିକଟରେ କିଛି ଟଙ୍କା, ମୋବାଇଲ ଫୋନ ଏବଂ ମଦ ଜବତ କରାଯାଇଛି। ମୃତ ଯୁବକର ପରିଚୟ ମିଳିପାରି ନ ଥିବା ବେଳେ ତାକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।  ସୋର ଥାନା ପୋଲିସ୍‌ ଘଟଣାର ତଦନ୍ତ କରୁଛି।

deadbody

Rakesh Mallick
  • Published: Sunday, 18 June 2017
  • , Updated: 18 June 2017, 02:04 PM IST

Related story