ଠକେଇ ଅଭିଯୋଗ: ଏୟାର ଓଡ଼ିଶା ନିର୍ଦ୍ଦେଶକ ସନ୍ତୋଷ ପାଣି ଗିରଫ

ଭୁବନେଶ୍ୱର: ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏୟାର ଓଡ଼ିଶାର ନିର୍ଦ୍ଦେଶକ ସନ୍ତୋଷ ପାଣିଙ୍କୁ ବୁଧବାର ଗିରଫ କରିଛି କମିଶନରେଟ୍‌ ପୋଲିସ। ଏୟାର ଓଡ଼ିଶାର ପୂର୍ବତନ ସେୟାର ହୋଲ୍ଡର ସନ୍ଦୀପ ରାୟଙ୍କ ଅଭିଯୋଗ କ୍ରମେ ତାଙ୍କୁ ଆଜି ଗିରଫ କରାଯାଇଛି ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ସନ୍ଦୀପଙ୍କ ଅଭିଯୋଗ କରିଥିଲେ, “ଏୟାର ଓଡ଼ିଶାରେ ୪୦ ପ୍ରତିଶତ ସେୟାର ଦେବା ପାଇଁ ସନ୍ତୋଷ ତାଙ୍କଠାରୁ ୮୦ ଲକ୍ଷ ଟଙ୍କା ନେଇଥିଲେ। ପରେ ସେ ୪୦ ଟଙ୍କା […]

sontosh pani

sontosh pani

Rakesh Mallick
  • Published: Wednesday, 01 June 2016
  • Updated: 01 June 2016, 05:29 PM IST

Sports

Latest News

ଭୁବନେଶ୍ୱର: ୪୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଏୟାର ଓଡ଼ିଶାର ନିର୍ଦ୍ଦେଶକ ସନ୍ତୋଷ ପାଣିଙ୍କୁ ବୁଧବାର ଗିରଫ କରିଛି କମିଶନରେଟ୍‌ ପୋଲିସ। ଏୟାର ଓଡ଼ିଶାର ପୂର୍ବତନ ସେୟାର ହୋଲ୍ଡର ସନ୍ଦୀପ ରାୟଙ୍କ ଅଭିଯୋଗ କ୍ରମେ ତାଙ୍କୁ ଆଜି ଗିରଫ କରାଯାଇଛି ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ସନ୍ଦୀପଙ୍କ ଅଭିଯୋଗ କରିଥିଲେ, “ଏୟାର ଓଡ଼ିଶାରେ ୪୦ ପ୍ରତିଶତ ସେୟାର ଦେବା ପାଇଁ ସନ୍ତୋଷ ତାଙ୍କଠାରୁ ୮୦ ଲକ୍ଷ ଟଙ୍କା ନେଇଥିଲେ। ପରେ ସେ ୪୦ ଟଙ୍କା ଫେରାଇ ଦେଇଥିଲେ। ହେଲେ ବଳକା ଟଙ୍କା ନ ଦେଇ ନ ଥିଲେ।”

ଏହାକୁ ନେଇ ସନ୍ଦୀପ ଖଣ୍ଡଗିରି ଥାନାରେ ଏକ ଏତଲା ରୁଜୁ କରିଥିଲେ। ଏହାକୁ ଭତ୍ତି କରି ପୋଲିସ ସନ୍ତୋଷଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos