‘ଗୋଡ଼ ଧରି ଭୁଲ ମାଗିବା ପରେ ବି ଛାଡିଲେନି’

ଅଟୋ ଡ୍ରାଇଭରଙ୍କୁ ଘେରିଯାଇଛନ୍ତି ଚାରିପାଞ୍ଚ ଜଣ ଯୁବକ। ମନଇଚ୍ଛା ମାଡ଼ ମାରୁଛନ୍ତି। ଇଏ କିଭଳି ମାନସିକତା ?

Manoj Swain
  • Published: Friday, 06 October 2023
  • Updated: 06 October 2023, 05:52 PM IST

Sports

Latest News

ଇଏ ହେଉଛି ସେହି ସମୟର ଦୃଶ୍ୟ। ଅଟୋ ଡ୍ରାଇଭରଙ୍କୁ ଘେରିଯାଇଛନ୍ତି ଚାରିପାଞ୍ଚ ଜଣ ଯୁବକ। ମନଇଚ୍ଛା ମାଡ଼ ମାରୁଛନ୍ତି। ଇଏ କିଭଳି ମାନସିକତା ? ସେହି ବ୍ୟକ୍ତିଙ୍କ ନାଁ ନୀଳମଣି ବେହେରା। ଭୁବନେଶ୍ବରରେ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରନ୍ତି। ସାମାନ୍ୟ କଥାକୁ ନେଇ ଯୁବତୀଙ୍କ ବାପା ଏବଂ ତାଙ୍କ ପୁରୁଷ ବନ୍ଧୁ ମିଶି ମାଡ଼ ମାରି ଦେହହାତ ବଥାଦରଜ କରିଦେଲେ। ଏ ସଂପର୍କରେ ଅଟୋ ଡ୍ରାଇଭରଙ୍କ ଅଭିଯୋଗ ମିଳିଥିଲେ ବି ସଂପୃକ୍ତ ଯୁବତୀ ବା ତାଙ୍କ ପକ୍ଷର ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos