ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଫୁଲବାଣୀ: ଗତ ବର୍ଷ ଏପ୍ରିଲ୍ ମାସରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ୍ ଦ୍ୱାରା ଗିରଫ ସୁକ ପରିଡ଼ା ଓ କିଶୋର ଚନ୍ଦ୍ର ବାରିକଙ୍କୁ ଆଜି ଫୁଲବାଣୀ କୋର୍ଟ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ମଧ୍ୟ କୁହାଯାଇଛି। ଜୋରିମାନା ନ ଦେଲେ ସେମାନଙ୍କୁ ଅଧିକ ୧ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଦେଇଛନ୍ତି। ଦୋଷୀ ଦ୍ୱୟ […]

phulbanee

phulbanee

Rakesh Mallick
  • Published: Friday, 20 May 2016
  • Updated: 20 May 2016, 01:59 PM IST

ଫୁଲବାଣୀ: ଗତ ବର୍ଷ ଏପ୍ରିଲ୍ ମାସରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ପୋଲିସ୍ ଦ୍ୱାରା ଗିରଫ ସୁକ ପରିଡ଼ା ଓ କିଶୋର ଚନ୍ଦ୍ର ବାରିକଙ୍କୁ ଆଜି ଫୁଲବାଣୀ କୋର୍ଟ ୧୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ସେମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବା ପାଇଁ ମଧ୍ୟ କୁହାଯାଇଛି। ଜୋରିମାନା ନ ଦେଲେ ସେମାନଙ୍କୁ ଅଧିକ ୧ ବର୍ଷ ଲେଖାଏଁ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଦେଇଛନ୍ତି।

ଦୋଷୀ ଦ୍ୱୟ ନୟାଗଡ଼ ଜିଲ୍ଲାର। ଏକ ବାଇକ୍‌ରେ ଗଞ୍ଜେଇ ଚାଲାଣ କରିବା ବେଳେ ସେମାନଙ୍କୁ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଛକରୁ ଗିରଫ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story