ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣା: ଶିକ୍ଷକ ସଞ୍ଜୟ ସାହୁ ଗିରଫ

ଆନନ୍ଦପୁର: ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାରେ ରବିବାର ସୋସୋ ଥାନା ପୋଲିସ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ ସାହୁଙ୍କୁ ଗିରଫ କରିଛି। ଆଜି ସଞ୍ଜୟକୁ ପୋଲିସ୍ ପୋସ୍କୋ (ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୧୩ ତାରିଖରୁ ଛାତ୍ରୀ ଜଣଙ୍କ ସ୍କୁଲରୁ ନିଖୋଜ ହୋଇଯାଇଥିଲେ। ୧୫ ତାରିଖରେ ହଦଗଡ଼ ଡ୍ୟାମ୍ ତଳୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  […]

hadagarh

hadagarh

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 04:12 AM IST

ଆନନ୍ଦପୁର: ହଦଗଡ଼ ନବୋଦୟ ସ୍କୁଲ ଛାତ୍ରୀ ମୃତ୍ୟୁ ଘଟଣାରେ ରବିବାର ସୋସୋ ଥାନା ପୋଲିସ ବିଦ୍ୟାଳୟର ଶିକ୍ଷକ ସଞ୍ଜୟ ସାହୁଙ୍କୁ ଗିରଫ କରିଛି। ଆଜି ସଞ୍ଜୟକୁ ପୋଲିସ୍ ପୋସ୍କୋ (ପ୍ରୋଟେକ୍ସନ ଅଫ୍ ଚାଇଲ୍ଡ ଫ୍ରମ୍ ସେକ୍ସୁଆଲ୍ ଅଫେନ୍ସ) ବଳରେ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ୧୩ ତାରିଖରୁ ଛାତ୍ରୀ ଜଣଙ୍କ ସ୍କୁଲରୁ ନିଖୋଜ ହୋଇଯାଇଥିଲେ। ୧୫ ତାରିଖରେ ହଦଗଡ଼ ଡ୍ୟାମ୍ ତଳୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ  ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos