ଇତିଶ୍ରୀ ହତ୍ୟା ମାମଲା: ୨୩ ଜଣଙ୍କୁ ପଚରାଉଚରା କଲେ ସିବିଆଇ ଟିମ୍

କଲ୍ୟାଣସିଂହପୁର: ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ରବିବାର ସିବିଆଇ ଏକ ଟିମ୍ ଟିକିରି ବିଦ୍ୟାଳୟରେ ୨୩ଜଣକୁ ପଚରାଉଚରା କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପଣ୍ତା ଓ ତାଙ୍କ ପତ୍ନୀ ହରପ୍ରିୟା ଶତପଥୀ, ପୂର୍ବତନ ଜିଲା ପରିଷଦ ସଦସ୍ୟ ବିନୋଦ ନାୟକ, ତତ୍କାଳୀନ ଆଇଆଇସି ସୁଜିତ କୁମାର ସାଏ, ଏଏସଆଇ ମୁରଲୀ ଧର ପ୍ରଧାନ ଓ ଦୁଇ ଜଣ ସାମ୍ୱାଦିକ। ସିବିଆଇ ଡିଏସପି ଏସ.କେ ପାଠକଙ୍କ ସହିତ ୪ଜଣ ସଦସ୍ୟ […]

cbiintikiri

Rakesh Mallick
  • Published: Monday, 17 August 2015
  • , Updated: 17 August 2015, 03:53 AM IST

କଲ୍ୟାଣସିଂହପୁର: ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟା ମାମଲାରେ ରବିବାର ସିବିଆଇ ଏକ ଟିମ୍ ଟିକିରି ବିଦ୍ୟାଳୟରେ ୨୩ଜଣକୁ ପଚରାଉଚରା କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ପଣ୍ତା ଓ ତାଙ୍କ ପତ୍ନୀ ହରପ୍ରିୟା ଶତପଥୀ, ପୂର୍ବତନ ଜିଲା ପରିଷଦ ସଦସ୍ୟ ବିନୋଦ ନାୟକ, ତତ୍କାଳୀନ ଆଇଆଇସି ସୁଜିତ କୁମାର ସାଏ, ଏଏସଆଇ ମୁରଲୀ ଧର ପ୍ରଧାନ ଓ ଦୁଇ ଜଣ ସାମ୍ୱାଦିକ। ସିବିଆଇ ଡିଏସପି ଏସ.କେ ପାଠକଙ୍କ ସହିତ ୪ଜଣ ସଦସ୍ୟ ରାତି ପ୍ରାୟ ୮ଟା ପର୍ଯ୍ୟନ୍ତ ଜଣଙ୍କ ପରେ ଜଣଙ୍କୁ ଜେରା କରିଥିଲେ।

Related story