ଯାଜପୁର: କୋରେଇ କଲେଜ ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ଅସଦାଚରଣ ଅଭିଯୋଗ

ଯାଜପୁର:  ଯାଜପୁର ଜିଲ୍ଲା କୋରେଇ କଲେଜ ଅଧ୍ୟକ୍ଷ ଜଣେ ଅଧ୍ୟାପିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।  ଗତ ଜାନୁଆରୀ ୧୦ ତାରିଖରେ କଲେଜ ପିକ୍‌ନିକ୍ ସମୟରେ ବସ୍ ଭିତରେ ତାଙ୍କୁ ପ୍ରିନ୍‌ସିପାଲ୍ ଅକ୍ଷୟ ମହାନ୍ତି ଅସଦାଚରଣ କରିଥିବା ଅଧ୍ୟାପିକା  ଉମା ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ସେ ମହିଳା କମିଶନ ଓ ମାନାବାଧିକାର କମିଶନଙ୍କୁ ମଧ୍ୟ ଲିଖିତ ଭାବେ  ଜଣାଇଛନ୍ତି।  ପୋଲିସ୍ ଅଧ୍ୟାପିକାଙ୍କ ବୟାନ ରେକର୍ଡ କରିଛି। ଅଧ୍ୟାପିକା ଉମା ମହାନ୍ତି କହିଛନ୍ତି, “ଗତ […]

korei-college

korei-college

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 12:53 PM IST

Sports

Latest News

ଯାଜପୁର:  ଯାଜପୁର ଜିଲ୍ଲା କୋରେଇ କଲେଜ ଅଧ୍ୟକ୍ଷ ଜଣେ ଅଧ୍ୟାପିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।  ଗତ ଜାନୁଆରୀ ୧୦ ତାରିଖରେ କଲେଜ ପିକ୍‌ନିକ୍ ସମୟରେ ବସ୍ ଭିତରେ ତାଙ୍କୁ ପ୍ରିନ୍‌ସିପାଲ୍ ଅକ୍ଷୟ ମହାନ୍ତି ଅସଦାଚରଣ କରିଥିବା ଅଧ୍ୟାପିକା  ଉମା ମହାନ୍ତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ସେ ମହିଳା କମିଶନ ଓ ମାନାବାଧିକାର କମିଶନଙ୍କୁ ମଧ୍ୟ ଲିଖିତ ଭାବେ  ଜଣାଇଛନ୍ତି।  ପୋଲିସ୍ ଅଧ୍ୟାପିକାଙ୍କ ବୟାନ ରେକର୍ଡ କରିଛି।

ଅଧ୍ୟାପିକା ଉମା ମହାନ୍ତି କହିଛନ୍ତି, “ଗତ ଜାନୁଆରୀ  ୧୦ ତାରିଖ  ଦିନ କଲେଜ ପିକନିକ୍ ଯାଇଥିଲୁ।  ପିକ୍‌ନିକ ସମୟରେ  ବସରେ ପ୍ରିନ୍ସିପାଲ୍ ମୋ ସହିତ ଅସଦାଚରଣ କରିଥିଲେ। ପ୍ରିନ୍ସିପାଲ୍ ଆମ କଲେଜର ହାଇଅର ଅଥରିଟି ହୋଇ ଥିବାରୁ  ମୁଁ ସେତେବେଳେ ମୁଁ କିଛି କହି ନ ଥିଲି।  ପରେ ମୁଁ  ଏହି ବିଷୟରେ ମୋ ଷ୍ଟାଫ୍‌ଙ୍କୁ ଜଣାଇଥିଲି। ସେ ଏହି କଥାକୁ ହାଲକା ଭାବେ ନେଇଥିଲେ। ମୋର ନିରାପତ୍ତା ପାଇଁ  ୨୦ ତାରିଖ ଦିନ କୋରେଇ ପୋଲିସ୍ ଷ୍ଟେସନରେ ପ୍ରିନ୍ସିପାଲଙ୍କ ନାଁରେ ଅଭିଯୋଗ କରିଥିଲି।  ଏହି ବିଷୟରେ ମୁଁ ମହିଳା କମିଶନଙ୍କୁ ଜଣାଇଛି। ଏସ୍‌ପି ଅଫିସ୍ ଓ ଜିଲ୍ଲାପାଳଙ୍କୁ ଅବଗତ କରିଛି।”

କଲେଜ ଅଧ୍ୟକ୍ଷ ଅକ୍ଷୟ ମହାନ୍ତି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି,“ ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ଏହି ଅଭିଯୋଗ ଅମୂଳକ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story