ଝାରସୁଗୁଡ଼ା: ୨ଲକ୍ଷ ୯୯ ହଜାର ଟଙ୍କା ଲୁଟ୍ ଅଭିଯୋଗ

ଝାରସୁଗୁଡ଼ା: ଝାରସୁଗୁଡ଼ା  ଜିଲ୍ଲା ବେହେରାମାଲ ଆହ୍ଲାବାଦ ବ୍ୟାଙ୍କ ନିକଟରୁ  ଆଜି ଜଣେ ବ୍ୟବସାୟୀଙ୍କଠାରୁ ୨ଲକ୍ଷ ୯୯ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶ୍ୟାମ ସୁନ୍ଦର ସକୁନିଆ। ସେ ହେଉଛନ୍ତି  ଶ୍ୟାମ ମେଡିକାଲ୍ ଷ୍ଟୋରର ମାଲିକ। ସେ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବା ପାଇଁ ଯାଉଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ଲୁଟେରାମାନଙ୍କ ସଂପର୍କରେ […]

chori

chori

Rakesh Mallick
  • Published: Wednesday, 24 February 2016
  • Updated: 24 February 2016, 08:58 AM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା  ଜିଲ୍ଲା ବେହେରାମାଲ ଆହ୍ଲାବାଦ ବ୍ୟାଙ୍କ ନିକଟରୁ  ଆଜି ଜଣେ ବ୍ୟବସାୟୀଙ୍କଠାରୁ ୨ଲକ୍ଷ ୯୯ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଶ୍ୟାମ ସୁନ୍ଦର ସକୁନିଆ। ସେ ହେଉଛନ୍ତି  ଶ୍ୟାମ ମେଡିକାଲ୍ ଷ୍ଟୋରର ମାଲିକ। ସେ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବା ପାଇଁ ଯାଉଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ତେବେ ଲୁଟେରାମାନଙ୍କ ସଂପର୍କରେ କୌଣସି ସୂଚନା ମିଳି ପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story