ଭୁବନେଶ୍ୱର: ଲକ୍ଷ୍ମୀ ସାଗରର ଅଞ୍ଚଳରେ ଜର୍ଦ୍ଦା ଫ୍ୟାକ୍ଟ୍ରୀ ଉପରେ ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱରର ଲକ୍ଷ୍ମୀ ସାଗରର ଲକ୍ଷ୍ମୀ ବିହାର ଅଞ୍ଚଳରେ ଥିବା ଏକ ଜର୍ଦ୍ଦା ଫ୍ୟାକ୍ଟ୍ରୀ ଉପରେ ଶନିବାର ଚଢ଼ାଉ କରିଛି କମିଶନରେଟ ପୋଲିସର ସ୍ପେଶାଲ୍‌ ସ୍ୱାର୍ଡ। ଏହି ରେଡ୍‌ ବେଳେ ପ୍ରାୟ ଦେଢ଼ କୋଟି ଟଙ୍କାର ଜର୍ଦ୍ଦା ଓ କଞ୍ଚାମାଲ ଜବତ କରାଯାଇଛି।