ଭୁଲି ଗଲା ସଂପର୍କ: ଭାଉଜକୁ ହାଣି ଦେଲା ଦିଅର

ଲଖନପୁର: ପାରିବାରିକ ଶତ୍ରୁତାରୁ ଭାଉଜକୁ ଟାଙ୍ଗିଅାରେ ହାଣି ହତ୍ୟା କଲା ଦିଅର। ଘଟଣା ଘଟିଛି ଝାରସୁଗୁଡା ଜିଲ୍ଳା ରେଙ୍ଗାଲି ଥାନା ଅନ୍ତର୍ଗତ ଭିଖମପାଲି ଗାଁରେ। ନିଜ ଭାଉଜ ବନିତା ମେହେରକୁ ଟାଙ୍ଗିଅା ଏବଂ ଲୁହାଛଡରେ ଅାକ୍ରମଣ କରି ହତ୍ୟା କରିଛି ଦିଅର ଦୟାଲାଲ୍ ମେହେର। ଅଭିଯୁକ୍ତ ଦୟାଲାଲ ରେଙ୍ଗାଲି ଥାନାକୁ ଯାଇ ଅାତ୍ମସମର୍ପଣ କରିବା ସହ ଦୋଷ ସ୍ୱୀକାର କରିଥିବା ପୋଲିସ କହିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଅାରମ୍ଭ କରିଛି।

murder

Rakesh Mallick
  • Published: Wednesday, 17 May 2017
  • , Updated: 17 May 2017, 11:44 AM IST

Related story