କେନ୍ଦ୍ରାପଡ଼ା: ଲିଟୁ ଗ୍ୟାଙ୍ଗର ୬ ସଦସ୍ୟ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଡକାୟତି ଯୋଜନାବେଳେ ଗୁରୁବାର ୬ଜଣଙ୍କୁ ଗିରଫ କରିଛି ସଦର ଥାନା ପୋଲିସ। ଗିରଫ ଡକାୟତମାନେ ଲିଟୁ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି। ଲିଟୁ ଡି’ ବ୍ରଦର୍ସଙ୍କ ସହଯୋଗୀ ବୋଲି କେନ୍ଦ୍ରାପଡ଼ା ଏସପି ନୀତିନ ଜିତ୍ ସିଂହ ସୂଚନା ଦେଇଛନ୍ତି। ଏସ୍‌ପିଙ୍କ ସୂଚନା ମୁତାବକ, ଏହି ୬ ଡକାୟତ ଗତକାଲି ରାତିରେ କଳପଡ଼ା ଅଞ୍ଚଳରେ ଡକାୟତି ସହ ଅନ୍ୟ ଅପରାଧ ଭିଆଇବାକୁ ଯୋଜନା କରୁଥିଲେ। ଖବର ପାଇଁ ପୋଲିସ୍ ସେଠାରେ ଚଢ଼ାଉ କରିଥିଲା ଓ ସେମାନଙ୍କୁ ଗିରଫ […]

handcuff

handcuff

Rakesh Mallick
  • Published: Thursday, 18 February 2016
  • Updated: 19 February 2016, 04:56 AM IST

Sports

Latest News

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ଡକାୟତି ଯୋଜନାବେଳେ ଗୁରୁବାର ୬ଜଣଙ୍କୁ ଗିରଫ କରିଛି ସଦର ଥାନା ପୋଲିସ। ଗିରଫ ଡକାୟତମାନେ ଲିଟୁ ଗ୍ୟାଙ୍ଗର ବୋଲି ଜଣାପଡ଼ିଛି। ଲିଟୁ ଡି’ ବ୍ରଦର୍ସଙ୍କ ସହଯୋଗୀ ବୋଲି କେନ୍ଦ୍ରାପଡ଼ା ଏସପି ନୀତିନ ଜିତ୍ ସିଂହ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ସୂଚନା ମୁତାବକ, ଏହି ୬ ଡକାୟତ ଗତକାଲି ରାତିରେ କଳପଡ଼ା ଅଞ୍ଚଳରେ ଡକାୟତି ସହ ଅନ୍ୟ ଅପରାଧ ଭିଆଇବାକୁ ଯୋଜନା କରୁଥିଲେ। ଖବର ପାଇଁ ପୋଲିସ୍ ସେଠାରେ ଚଢ଼ାଉ କରିଥିଲା ଓ ସେମାନଙ୍କୁ ଗିରଫ କରିଥିଲା। ତେବେ ଆଉ ୪ରୁ୫ ଜଣ ସେଠାରୁ ଖସି ପଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story