କଟକ: ବେଙ୍ଗଲି ଲୁଟେରା ଗ୍ୟାଙ୍ଗର ୬ ସଦସ୍ୟ ଗିରଫ

କଟକ: କଟକର ସିଡିଏ ଅଞ୍ଚଳରେ ବେଙ୍ଗଲି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ୍। ଗ୍ୟାଙ୍ଗ୍‌ର ୬ ଜଣ ସଦସ୍ୟଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଅଛି। ସେମାନଙ୍କଠାରୁ ୪୭ ଗ୍ରାମର ସୁନା ଅଳଙ୍କାର ସହ ୨୭ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗ ଚବିଶ ପ୍ରଗଣ ଅଞ୍ଚଳର। ଏମାନେ ଦିନରେ ଫେରିବାଲା ଭାବେ ସିଡିଏ ଓ ବିଡ଼ାନାସୀ ଅଞ୍ଚଳରେ ବୁଲୁଥିବା ବେଳେ ରାତିରେ ଲୁଟ୍ କରୁଥିଲେ। ପ୍ରାୟ ୮ […]

jail-5

jail-5

Rakesh Mallick
  • Published: Monday, 15 February 2016
  • Updated: 15 February 2016, 01:35 PM IST

କଟକ: କଟକର ସିଡିଏ ଅଞ୍ଚଳରେ ବେଙ୍ଗଲି ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି କମିଶନରେଟ୍ ପୋଲିସ୍। ଗ୍ୟାଙ୍ଗ୍‌ର ୬ ଜଣ ସଦସ୍ୟଙ୍କୁ ପୋଲିସ୍‌ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ଅଛି। ସେମାନଙ୍କଠାରୁ ୪୭ ଗ୍ରାମର ସୁନା ଅଳଙ୍କାର ସହ ୨୭ ହଜାର ଟଙ୍କା ଜବତ କରାଯାଇଛି। ଗିରଫ ଅଭିଯୁକ୍ତମାନେ ପଶ୍ଚିମବଙ୍ଗ ଚବିଶ ପ୍ରଗଣ ଅଞ୍ଚଳର। ଏମାନେ ଦିନରେ ଫେରିବାଲା ଭାବେ ସିଡିଏ ଓ ବିଡ଼ାନାସୀ ଅଞ୍ଚଳରେ ବୁଲୁଥିବା ବେଳେ ରାତିରେ ଲୁଟ୍ କରୁଥିଲେ। ପ୍ରାୟ ୮ ମାସ ମଧ୍ୟରେ ଏମାନେ ୧୧ଟି ଘରେ ଲୁଟ୍ କରିଥିବା କଟକ ଡିସିପି ସଂଜୀବ ଆରୋରେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story