କଟକ: ଫେରାର ବିଚାରାଧୀନ କଏଦୀ ଗିରଫ

କଟକ: କଟକ ଏସ୍‌ସିବି ମେଡିକାଲ୍‌ ପରିସରରୁ ପୋଲିସ୍ ହେପାଜତରୁ ଚମ୍ପଟ ମାରିଥିବା ଚୌଦ୍ୱାର ଜେଲ୍‌ର ଜଣେ ବିଚାରାଧୀନ କଏଦୀକୁ ଆଜି ଗିରଫ କରାଯାଇଛି। ବିଡ଼ାନାସୀ ପୋଲିସ୍ ସହାୟତାରେ ତାକୁ ଝାଞ୍ଜିରିମଙ୍ଗଳାରୁ ଗିରଫ କରାଯାଇଛି। ତା’ ନାଁ ପ୍ରମୋଦ କୁମାର ମହାନ୍ତି। ତା’ ଘର ତୁଳସୀପୁରର ମଠସାହିରେ। ଗତ ୮ ତାରିଖରେ ପ୍ରମୋଦକୁ ଏସ୍‌ସିବିର ଟିବି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ଶୁକ୍ରବାର ଶୌଚ ଯିବା ବାହାନାରେ ସେ ପୋଲିସ୍‌ ଆଖିରେ ଧୂଳି ଦେଇ ଚମ୍ପଟ୍ ମାରିଥିଲା। […]

kaedi

kaedi

Rakesh Mallick
  • Published: Sunday, 12 June 2016
  • Updated: 12 June 2016, 01:49 PM IST

Sports

Latest News

kaediକଟକ: କଟକ ଏସ୍‌ସିବି ମେଡିକାଲ୍‌ ପରିସରରୁ ପୋଲିସ୍ ହେପାଜତରୁ ଚମ୍ପଟ ମାରିଥିବା ଚୌଦ୍ୱାର ଜେଲ୍‌ର ଜଣେ ବିଚାରାଧୀନ କଏଦୀକୁ ଆଜି ଗିରଫ କରାଯାଇଛି। ବିଡ଼ାନାସୀ ପୋଲିସ୍ ସହାୟତାରେ ତାକୁ ଝାଞ୍ଜିରିମଙ୍ଗଳାରୁ ଗିରଫ କରାଯାଇଛି। ତା’ ନାଁ ପ୍ରମୋଦ କୁମାର ମହାନ୍ତି। ତା’ ଘର ତୁଳସୀପୁରର ମଠସାହିରେ।

ଗତ ୮ ତାରିଖରେ ପ୍ରମୋଦକୁ ଏସ୍‌ସିବିର ଟିବି ୱାର୍ଡରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ଶୁକ୍ରବାର ଶୌଚ ଯିବା ବାହାନାରେ ସେ ପୋଲିସ୍‌ ଆଖିରେ ଧୂଳି ଦେଇ ଚମ୍ପଟ୍ ମାରିଥିଲା। ଏହି ଘଟଣାରେ ଜଣେ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story