କଟକ: ଟିଟୋ ଗ୍ୟାଙ୍ଗର ୨ ସଦସ୍ୟ ଗିରଫ ଗୋଟିଏ ବନ୍ଧୁକ, ୨ ବୋମା ଓ ୬ ଗୁଳି ଜବତ

କଟକ: ଧଳସାମନ୍ତ ଭ୍ରାତାଙ୍କ ସହିତ ଲିଙ୍କର ଖୋଳତାଡ଼ ବେଳେ କମିଶନରେଟ୍ ପୋଲିସ୍ ବୁଧବାର ଟିଟୋ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ସେମାନେ ହେଲେ ସାହାନୱାଜ ଖାନ୍‌ ଓରଫ ଚିକୁ ଓ ଲୋକନାଥ ସାହୁ ଓରଫ ଲୋକା। କଟକ ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଅଞ୍ଚଳରେ ଏମାନଙ୍କ ନାଁରେ ରହିଛି ଡକାୟତି, ଦାଦାବଟି ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା। ଚିକୁକୁ ଗତକାଲି କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ପରିସରରୁ ଧିରିବା ପରେ ପଚରାଉଚରା କରୁଥିଲା। ଚିକୁଠାରୁ ପୋଲିସ୍ […]

chiku

chiku

Rakesh Mallick
  • Published: Wednesday, 17 February 2016
  • Updated: 17 February 2016, 03:36 PM IST

Sports

Latest News

କଟକ: ଧଳସାମନ୍ତ ଭ୍ରାତାଙ୍କ ସହିତ ଲିଙ୍କର ଖୋଳତାଡ଼ ବେଳେ କମିଶନରେଟ୍ ପୋଲିସ୍ ବୁଧବାର ଟିଟୋ ଗ୍ୟାଙ୍ଗର ଦୁଇ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ସେମାନେ ହେଲେ ସାହାନୱାଜ ଖାନ୍‌ ଓରଫ ଚିକୁ ଓ ଲୋକନାଥ ସାହୁ ଓରଫ ଲୋକା। କଟକ ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଅଞ୍ଚଳରେ ଏମାନଙ୍କ ନାଁରେ ରହିଛି ଡକାୟତି, ଦାଦାବଟି ଓ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା। ଚିକୁକୁ ଗତକାଲି କଟକ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ପରିସରରୁ ଧିରିବା ପରେ ପଚରାଉଚରା କରୁଥିଲା। ଚିକୁଠାରୁ ପୋଲିସ୍ ଦୁଇଟି ଅଫୁଟା ବୋମା ଜବତ କରିଥିବା ବେଳେ ଲୋକନାଥଠାରୁ ଗୋଟିଏ ବନ୍ଧୁକ ଓ ୬ଟି ଗୁଳି ଜବତ କରାଯାଇଛି।

କଟକ ଡିସିପି ସଂଜୀବ ଆରୋରା କହିଛନ୍ତି ଯେ ଏକ ସ୍ୱତନ୍ତ୍ର ଅପରେସନ୍‌ରେ ଏହି ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଚିକୁ ହେଉଛି କଟକର ଦିୱାନ ବଜାରର ବାସିନ୍ଦା। ସେ ଡି’ ବ୍ରଦର୍ସଙ୍କର ଜଣେ ପ୍ରମୁଖ ସହଯୋଗୀ। ତା’ଠାରୁ ଦୁଇଟି ଦେଶୀ ବୋମା, ଗନ୍ ପାଉଡ଼ର ଓ ବୋମା ତିଆରି ଉପକରଣ ଜବତ କରାଯାଇଛି। ତା’ ନାଁରେ ଗତ ଜାନୁଆରୀ ୧ରେ ଲାଲବାଗ୍ ଅଞ୍ଚଳରେ ଗୁଳିମାଡ଼ କରିବା ନେଇ ଏକ ମାମଲା ରହିଛି। ଆଜି ତା’ ନାଁରେ ଆଉ ଏକ ମାମଲା ରୁଜୁ ହୋଇଛି ଓ ଏହାକୁ ମିଶାଇ ତା’ ନାଁରେ ବିଭିନ୍ନ ଅପରାଧିକ କାଣ୍ଡ ଘଟାଇବା ଅଭିଯୋଗରେ ମୋଟି ୭ଟି ମାମଲା ରହିଛି।

ଡିସିପି କହିଛନ୍ତି, ଲୋକନାଥ ସାହୁ ନାଁରେ ଚୌଦ୍ୱାର ଓ ମଙ୍ଗଳବାଗ ଥାନାରେ ଅନେକ ମାମଲା ରହିଥିଲା। ସେହିପରି ଭୁବନେଶ୍ୱରର ଶହୀଦ ନଗର ଓ ମଞ୍ଚେଶ୍ୱର ଥାନାରେ ଧମକଚମକ ଦେବା ନେଇ ମାମଲା ରହିଛି।

ଧଳସାମନ୍ତ ଭ୍ରାତାଙ୍କୁ ହ୍ୟାଣ୍ଡକପ୍ ପକାଇ ନେବା ନେଇ କଟକ ଏସ୍‌ଡିଜେଏମ୍ କୋର୍ଟ ଅନୁମତି ନ ଦେବା ସଂପର୍କରେ ସୂଚନା ଦେଇ ଡିସିପି କହିଥିଲେ ଯେ ଏନେଇ ପୋଲିସ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବ। ସେହିପରି ସେମାନେ କେଉଁ ସ୍ଥାନରୁ ବନ୍ଧୁକ ଆଣୁ ଥିଲେ ସେ ନେଇ ଖୋଳତାଡ଼ ହେବ ବୋଲି ସେ କହିଥିଲେ। ତେବେ ସାଧାରଣ ଲୋକଙ୍କ ସହଯୋଗ ଯୋଗୁଁ ଧଳସାମନ୍ତ ଭ୍ରାତାଙ୍କ ଅପରାଧ ସାମ୍ରାଜ୍ୟର ଗୁମର ଖୁବ୍‌ଶୀଘ୍ର ଫିଟି ଥିଲା ବୋଲି ଡିସିପି ସଂଜୀବ ଆରୋରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story