କାମାକ୍ଷାନଗର: ଅନଳ ଗ୍ରାମରେ ନବବଧୂକୁ ହତ୍ୟା ଅଭିଯୋଗ

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ଭୂବନ ଥାନା ଅନଳ ଗ୍ରାମରେ  ନବବଧୂକୁ ହତ୍ୟା କରି କୂଅରେ ପକାଇ ଦେବା ଅଭିଯୋଗ ହୋଇଛି । ଅନଳ ଗ୍ରାମର ଶତୃଘନ ସାହୁଙ୍କ ଝିଅ ମାନିନି ସାହୁ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କର ପୁଅ କତ ଚନ୍ଦନ ସାହୁଙ୍କୁ ବିବାହ କରିଥିଲେ । ଝିଅକୁ ହତ୍ୟା କରି କୂଅରେ ପକାଇ ଦେଇଥିବା  ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଶବକୁ ଜବତ କରିବା ସହ ସ୍ୱାମୀ ଓ ଶଶୁରଙ୍କୁ ଅଟକାଇ […]

-Bhuban

Rakesh Mallick
  • Published: Monday, 27 July 2015
  • , Updated: 27 July 2015, 05:03 AM IST

କାମାକ୍ଷାନଗର: ଢ଼େଙ୍କାନାଳ ଜିଲ୍ଲା ଭୂବନ ଥାନା ଅନଳ ଗ୍ରାମରେ  ନବବଧୂକୁ ହତ୍ୟା କରି କୂଅରେ ପକାଇ ଦେବା ଅଭିଯୋଗ ହୋଇଛି । ଅନଳ ଗ୍ରାମର ଶତୃଘନ ସାହୁଙ୍କ ଝିଅ ମାନିନି ସାହୁ ସେହି ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କର ପୁଅ କତ ଚନ୍ଦନ ସାହୁଙ୍କୁ ବିବାହ କରିଥିଲେ । ଝିଅକୁ ହତ୍ୟା କରି କୂଅରେ ପକାଇ ଦେଇଥିବା  ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଶବକୁ ଜବତ କରିବା ସହ ସ୍ୱାମୀ ଓ ଶଶୁରଙ୍କୁ ଅଟକାଇ ରଖି ତଦନ୍ତ ଚଳାଇଛି।

Related story