କୁକୁରପେଟା ମାଉସୀ-ପୁତୁରା ହତ୍ୟା ମାମଲା: ମିଳିଲା ୨ କଙ୍କାଳ

ଅନୁଗୋଳ: ବହୁଚର୍ଚ୍ଚିତ ଅନୁଗୋଳ କୁଶକିଳା ଓ କୁକୁରପେଟା ହତ୍ୟା ମାମଲାରେ ପୋଲିସ୍‌କୁ ଆଉ ଏକ ସଫଳତା ମିଳିଛି। ଅଭିଯୁକ୍ତ ଝସକେତନ ରାଉତର ବୟାନ ଅନୁସାରେ ତା’ଦ୍ୱାରା ପରିଚାଳିତ ସ୍କୁଲ୍ ପରିସରରୁ ଆଉ ୨ଟି କଙ୍କାଳ ଉଦ୍ଧାର କରାଯାଇଛି। ଏହି ମୃତଦେହ ୨୦୧୫ରେ କୁକୁରପେଟା ଗାଁର ମାଉସୀ ଓ ପୁତୁରାଙ୍କ ହୋଇଥିବା ଅନୁମାନ କରାଯାଉଛି। ମୃତ ମହିଳାଙ୍କ ନାଁ ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରାଙ୍କ ନାଁ କୁମୁଦ ସାହୁ। ପୋଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ ୨୦୧୫ […]

kukurpeta-murder

kukurpeta-murder

Rakesh Mallick
  • Published: Monday, 15 February 2016
  • Updated: 15 February 2016, 02:27 PM IST

Sports

Latest News

kukurpeta-murderଅନୁଗୋଳ: ବହୁଚର୍ଚ୍ଚିତ ଅନୁଗୋଳ କୁଶକିଳା ଓ କୁକୁରପେଟା ହତ୍ୟା ମାମଲାରେ ପୋଲିସ୍‌କୁ ଆଉ ଏକ ସଫଳତା ମିଳିଛି। ଅଭିଯୁକ୍ତ ଝସକେତନ ରାଉତର ବୟାନ ଅନୁସାରେ ତା’ଦ୍ୱାରା ପରିଚାଳିତ ସ୍କୁଲ୍ ପରିସରରୁ ଆଉ ୨ଟି କଙ୍କାଳ ଉଦ୍ଧାର କରାଯାଇଛି। ଏହି ମୃତଦେହ ୨୦୧୫ରେ କୁକୁରପେଟା ଗାଁର ମାଉସୀ ଓ ପୁତୁରାଙ୍କ ହୋଇଥିବା ଅନୁମାନ କରାଯାଉଛି। ମୃତ ମହିଳାଙ୍କ ନାଁ ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରାଙ୍କ ନାଁ କୁମୁଦ ସାହୁ।

ପୋଲିସ୍ ଠାରୁ ମିଳିଥିବା ସୂଚନା ମୁତାବକ ୨୦୧୫ ମେ’ ୨୨ ତାରିଖରୁ ଅବଳା ଗଡ଼ନାୟକ ଓ ତାଙ୍କ ପୁତୁରା କୁମୁଦ ସାହୁ ନିଖୋଜ ହୋଇଯାଇଥିଲେ। ଏ ନେଇ ପରିବାର ଲୋକ ୨୦୧୫ ଜୁନ୍ ୪ ତାରିଖରେ ଛେଣ୍ଡିପଦା ଥାନାରେ ଏକ ଏତଲା ଦେଇଥିଲେ। ହେଲେ ମାଉସି-ପୁତୁରାଙ୍କର କୌଣସି ପତ୍ତା ମିଳି ନ ଥିଲା। ଅଭିଯୁକ୍ତ ଝସକେତନ ଅଧିକ ସୁଧର ପ୍ରଲୋଭନ ଦେଖାଇ ଅବଳାଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ନେଇଥିଲା। ଯେତେବେଳେ ମୋଟ ଟଙ୍କା ୧୪ ଲକ୍ଷରେ ପହଞ୍ଚିଲା ସେତେବେଳେ ଅବଳା ଟଙ୍କା ଦେବା ଲାଗି ଝସକେତନକୁ କହିଥିଲେ। ସେତେବେଳେ ଅବଳାକୁ ରାସ୍ତାରୁ ହଟାଇବାକୁ ଯୋଜନା ପ୍ରସ୍ତୁତ କଲା ଝସକେତନ। ୨୦୧୫ ମେ’ ମାସରେ ଟଙ୍କା ଦେବା ପାଇଁ ଅବଳା ଓ ତାଙ୍କ ପୁତୁରାଙ୍କୁ ଡକାଇଥିଲେ ଝସକେତନ। ତାଙ୍କ ଦ୍ୱାରା ପରିଚାଳିତ ସରସ୍ୱତୀ ଶିଶୁ ମନ୍ଦିର ପରିସରକୁ ସେ ମାଉସୀ ଓ ପୁତୁରାଙ୍କୁ ଡାକିଥିଲେ। ପ୍ରଥମେ ଟଙ୍କା ଦେବାକୁ କହି ଅବଳାଙ୍କୁ ସେ ସ୍କୁଲ୍ ପାଖରେ ଥିବା ଏକ ଗାତ ପାଖକୁ ନେଇ ଯାଇଥିଲେ। ପୂର୍ବ ଯୋଜନା ମୁତାବକ ଝସକେତନ ତାଙ୍କୁ ଏକ ଆଜବେଷ୍ଟର ଖଣ୍ଡରେ ଆକ୍ରମଣ କରିଥିଲେ। ଅବଳାଙ୍କ ବେକରେ ସେ ମାଡ଼ କରିଥିଲେ ଓ ତାଙ୍କୁ ଗାତରେ ଫିଙ୍ଗି ଦେଇଥିଲେ। ପରେ କୁମୁଦଙ୍କୁ ଡାକି ମାରିବା ସହ ଉକ୍ତ ଗାତରେ ପକାଇ ଦେଇଥିଲେ। ଏନେଇ ଅବଳାଙ୍କ ପରିବାର ଲୋକେ ଜରପଡ଼ା ଥାନାରେ ପୁଣି ଏକ ଏତଲା ଦେଇଛନ୍ତି।

ଗତ ୪ ତାରିଖରେ କୁଶକିଳା ଗାଁ ଡବଲ୍ ମର୍ଡର ଘଟଣାରେ ଝସକେତନକୁ ପୋଲିସ୍ ୩ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story