ଧୋକା ଖାଇଲେ ଗଣିତ ଦିଦି !

ଦୁଷ୍କର୍ମର ଶିକାର ହୋଇ ଧୋକା ଖାଇଲେ ଗଣିତ ଦିଦି। ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଭଡ଼ା ଘର ସମ୍ମୁଖରେ ଧାରଣା ଦେଇଛନ୍ତି।

Manoj Swain
  • Published: Thursday, 19 October 2023
  • Updated: 19 October 2023, 07:27 PM IST

Sports

Latest News

ଦୁଷ୍କର୍ମର ଶିକାର ହୋଇ ଧୋକା ଖାଇଲେ ଗଣିତ ଦିଦି। ଏବେ ନ୍ୟାୟ ପାଇଁ ପ୍ରେମିକଙ୍କ ଭଡ଼ା ଘର ସମ୍ମୁଖରେ ଧାରଣା ଦେଇଛନ୍ତି। ରାଜଧାନୀ ଭୁବନେଶ୍ୱରୁ ଆସିଛି ଏପରି ଖବର। ସବୁଆଡୁ ନିରାଶ ହେବା ପରେ ପୀଡ଼ିତା ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବିଭୂତି ଭଡ଼ାରେ ରହୁଥିବା ସତ୍ୟ ବିହାର ଅଞ୍ଚଳରେ ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ପୀଡ଼ିତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos