ଲମତାପୁଟ: କୁମୁଡାପୁଟ ଜଙ୍ଗଲରୁ ମାଓ ବିସ୍ଫୋରକ ସାମଗ୍ରୀ ଜବତ

ଲମତାପୁଟ: କୋରାପୁଟ ଜିଲ୍ଲାର ଲମତାପୁଟ ଅନ୍ତର୍ଗତ କୁମୁଡ଼ାପୁଟ ଜଙ୍ଗଲରେ ବିଏସଏଫ ଯବାନମାନେ ସର୍ଚ୍ଚ ଅପରେସନ୍ କଲା ବେଳେ  ମାଓବାଦୀମାନେ ବ୍ୟବହାର କରୁଥିବା ୨୯ଟି ଇଲେଟ୍ରିକ ଡେଟୋନେଟର, ୯୯ଟି ନନ୍ ଇଲେଟ୍ରିକ ଡେଟୋନେଟର, ୭୫ ମିଟର ଫ୍ୟୁଜ୍ ତାର, ୩୦ମିଟର ବିଦ୍ୟୁତ ତାର, ଏମୋନିଆ ନାଇଟ୍ରେଟ,  ୨ଟି ଟିଫନ ବକ୍ସ  ଓ ୧୦ଟି ଜିଲେଟିନ୍ ଜବତ କରିଛନ୍ତି।

maoexplosive

Rakesh Mallick
  • Published: Friday, 21 August 2015
  • , Updated: 21 August 2015, 03:03 PM IST

Related story