ବାପାର ବର୍ବର କାଣ୍ଡ: ୫ ମାସର ପୁଅକୁ କଚାଡ଼ି ମାରି ଦେଲା

ସ୍ତ୍ରୀଙ୍କ ସହିତ ଝଗଡ଼ା ହେବା ପରେ ପୁଅକୁ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି।

Child

Representational Image

Jitendra Garnayak
  • Published: Sunday, 11 February 2024
  • Updated: 11 February 2024, 11:21 AM IST

Sports

Latest News

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ଥାନା ଚେରେଙ୍ଗାଝାଞ୍ଜ ଗାଁରେ ଜଣେ ବ୍ୟକ୍ତି ତାଙ୍କ ୫ ମାସର ଶିଶୁପୁତ୍ରକୁ କଚାଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତଙ୍କ ନାଁ ହେମନ୍ତ ଭୁଏ। ଗତକାଲି ରାତିରେ ସେ ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ ଗାଳି କରିଥିଲେ। ସ୍ତ୍ରୀ ଟଙ୍କା ନଦେବାରୁ ସେ ଗାଳି କରିଥିଲେ। ଏହା ପରେ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା।

Also Read

ବଚସା ଚାଲିଥିବା ବେଳେ ରାଗ ତମ ତମ ହୋଇ ହେମନ୍ତ ତାଙ୍କର ୫ ମାସର ଶିଶୁପୁତ୍ରକୁ ଟାଣି ନେଇ ତଳେ କଚାଡ଼ି ଦେଇଥିଲେ। ଘଟଣାସ୍ଥଳରେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିଲା।

ଗାଁ ଲୋକଙ୍କଠାରୁ ଘଟଣା ସଂପର୍କରେ ସୂଚନା ପାଇ ପୁଲିସ୍ ସେଠାରେ ପହଞ୍ଚିଥିଲା। ପୁଲିସ୍ ହେମନ୍ତ ଭୁଏଙ୍କୁ ଥାନାରେ ଅଟକ ରଖିବା ସହିତ ଘଟଣାର ତଦନ୍ତ କରୁଛି। ଘଟଣା ଘଟିବା ସମୟରେ ହେମନ୍ତ ଭୁଏ ମଦ ପିଇଥିଲେ ବୋଲି କୁହାଯାଉଛି।

ଦୁଇ ଦିନ ତଳେ ବଲାଙ୍ଗିର ଖଲିଆପାଲିରେ ଜଣେ ମହିଳା ତାଙ୍କ ୬ ମାସର ପୁଅର ତଣ୍ଟି କାଟି ଦେଇଥିଲେ। ସ୍ୱାମୀଙ୍କ ପରକୀୟା ସଂପର୍କରେ ଅତିଷ୍ଠ ହୋଇ ସେ ତାଙ୍କ ଛୁଆକୁ ମାରି ଦେଇଥିଲେ ବୋଲି କହିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story