ଧର୍ମଶାଳା: ରଘୁନାଥ ଜୀଉଙ୍କ ମୂର୍ତ୍ତି ଉଦ୍ଧାର, ୨ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବ୍ରହ୍ମବରଦା ସ୍ଥିତ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ବହୁ ପୁରାତନ ରଘୁନାଥ ଜୀଉଙ୍କ ମୂର୍ତ୍ତିକୁ ପୋଲିସ୍ ଉଦ୍ଧାର କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବ୍ରହ୍ମବରଦା ଗ୍ରାମର ଜଗବନ୍ଧୁ ଓଝା ଏବଂ ସଦର ଥାନା ବାରବାଟି ଗ୍ରାମର ରାଜୁ ମହାଳିକ। ଗତ ୨୧ ତାରିଖ ରାତିରେ ବ୍ରହ୍ମବରଦା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରୁ  ଅଷ୍ଟଧାତୁରେ ନିର୍ମିତ ମୂଲ୍ୟବାନ ରଘୁନାଥ ଜୀଉଙ୍କ ମୂର୍ତ୍ତିକୁ କେହି […]

jajpur

jajpur

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 09:40 AM IST

Sports

Latest News

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବ୍ରହ୍ମବରଦା ସ୍ଥିତ ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଥିବା ବହୁ ପୁରାତନ ରଘୁନାଥ ଜୀଉଙ୍କ ମୂର୍ତ୍ତିକୁ ପୋଲିସ୍ ଉଦ୍ଧାର କରିବା ସହ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ବ୍ରହ୍ମବରଦା ଗ୍ରାମର ଜଗବନ୍ଧୁ ଓଝା ଏବଂ ସଦର ଥାନା ବାରବାଟି ଗ୍ରାମର ରାଜୁ ମହାଳିକ।

ଗତ ୨୧ ତାରିଖ ରାତିରେ ବ୍ରହ୍ମବରଦା ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିରରୁ  ଅଷ୍ଟଧାତୁରେ ନିର୍ମିତ ମୂଲ୍ୟବାନ ରଘୁନାଥ ଜୀଉଙ୍କ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ଧର୍ମଶାଳା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା ରୁଜୁ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story