ନବରଙ୍ଗପୁର: ନକଲି ୫ଶହ ଟଙ୍କିଆ ନୋଟ୍ ଜବତ, ଜଣେ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ଭରମାଝିଗୁଡ଼ା ଗାଁରେ ପୋଲିସ୍ ଚଢ଼ାଉ କରି ୧୪୪ଟି ନକଲି ୫ଶହ ଟଙ୍କିଆ ନୋଟ୍ ଜବତ କରିଛି। ଏହି ଘଟଣାରେ ଗାଁର ସଦାଶିବ ହରିଜନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେହିପରି ସଦାଶିବର ମା’ ଓ ଭଉଣୀକୁ ମଧ୍ୟ ପୋଲିସ୍ ଅଟକରଖି ପଚରାଉଚରା କରୁଛି। ନିକଟରେ ଜାଲ୍ ନୋଟ୍ କାରବାର ଅଭିଯୋଗରେ କୋରାପୁଟ ଜିଲ୍ଲା ପଟାଙ୍ଗୀରୁ ଗିରଫ ହୋଇଥିବା ନନ୍ଦିନୀ ହରିଜନ ସହିତ ସଦାଶିବର ଲିଙ୍କ୍ ଥିବା  ପୋଲିସ୍ ପ୍ରାଥମିକ ତଦନ୍ତରୁ […]

nabaranpur

nabaranpur

Rakesh Mallick
  • Published: Monday, 20 June 2016
  • Updated: 20 June 2016, 04:06 PM IST

Sports

Latest News

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟିର ଭରମାଝିଗୁଡ଼ା ଗାଁରେ ପୋଲିସ୍ ଚଢ଼ାଉ କରି ୧୪୪ଟି ନକଲି ୫ଶହ ଟଙ୍କିଆ ନୋଟ୍ ଜବତ କରିଛି। ଏହି ଘଟଣାରେ ଗାଁର ସଦାଶିବ ହରିଜନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ସେହିପରି ସଦାଶିବର ମା’ ଓ ଭଉଣୀକୁ ମଧ୍ୟ ପୋଲିସ୍ ଅଟକରଖି ପଚରାଉଚରା କରୁଛି।

ନିକଟରେ ଜାଲ୍ ନୋଟ୍ କାରବାର ଅଭିଯୋଗରେ କୋରାପୁଟ ଜିଲ୍ଲା ପଟାଙ୍ଗୀରୁ ଗିରଫ ହୋଇଥିବା ନନ୍ଦିନୀ ହରିଜନ ସହିତ ସଦାଶିବର ଲିଙ୍କ୍ ଥିବା  ପୋଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସଦାଶିବକୁ ଜାଲ୍ ନୋଟ୍ ଦେଇଥିବା ଅନ୍ୟ ଜଣେ ବ୍ୟକ୍ତିକୁ ଏବେ ଖୋଜୁଛି ପୋଲିସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story