ନୟାଗଡ଼:୯ ଚୋରା ବାଇକ୍ ଜବତ, ଦୁଇ ଗିରଫ

ନୟାଗଡ଼: ପୁଣି ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରିଛି ନୟାଗଡ଼ ପୋଲିସ୍। ୧୭ ତାରିଖରେ ନୟାଗଡ଼ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରୁ ୯ଟି ଚୋରା ବାଇକ ଧରିଥିବା ବେଳେ ଆଜି ପୁଣି ଇଟାମାଟି ପୋଲିସ ଆଉ ୯ଟି ବାଇକ ଜବତ କରିଛି। ଏକ ଟାଟା ଏସି ଗାଡ଼ିରେ ଅତି ଚତୁରତାର ସହ ଏହି ବାଇକଗୁଡ଼ିକୁ ଚାଲାଣ କରାଯାଉଥିବା ବେଳେ ଏହାକୁ ଯାଞ୍ଚ ପାଇଁ ଅଟକାଇ ଥିଲା। ତଦନ୍ତ ପରେ ଟାଟା ଏସିରେ ଚୋରାବାଇକ ଚାଲାଣ […]

bikelootera

bikelootera

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 03:55 AM IST

Sports

Latest News

ନୟାଗଡ଼: ପୁଣି ଏକ ଚୋରା ବାଇକ୍ ରାକେଟର ପର୍ଦ୍ଦାଫାଶ କରିଛି ନୟାଗଡ଼ ପୋଲିସ୍। ୧୭ ତାରିଖରେ ନୟାଗଡ଼ ସଦର ଥାନା ପୋଲିସ ବିଭିନ୍ନ ସ୍ଥାନରୁ ୯ଟି ଚୋରା ବାଇକ ଧରିଥିବା ବେଳେ ଆଜି ପୁଣି ଇଟାମାଟି ପୋଲିସ ଆଉ ୯ଟି ବାଇକ ଜବତ କରିଛି। ଏକ ଟାଟା ଏସି ଗାଡ଼ିରେ ଅତି ଚତୁରତାର ସହ ଏହି ବାଇକଗୁଡ଼ିକୁ ଚାଲାଣ କରାଯାଉଥିବା ବେଳେ ଏହାକୁ ଯାଞ୍ଚ ପାଇଁ ଅଟକାଇ ଥିଲା। ତଦନ୍ତ ପରେ ଟାଟା ଏସିରେ ଚୋରାବାଇକ ଚାଲାଣ ହେଉଥିବା ଜାଣିପାରିଥିଲା ପୋଲିସ୍। ଏହି ଘଟଣାରେ ପୋଲିସ୍ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଟାଟା ଏସିକୁ ମଧ୍ୟ ଜବତ କରିଛି। ଗିରଫ ୨ ଜଣ ହେଲେ ନୟାଗଡ଼ ନାଗପୁରର କ୍ରିଷ୍ଣା ଦାସ ଓ ଖଣ୍ଡପଡ଼ା ଗୁଣ୍ଠୁଣିର ଦିପକ ସେଠୀ।

lootbike

ସୂଚନାଯୋଗ୍ୟ, ଚୋରା ଗାଡ଼ି ଚାଲାଣ ନେଇ ୧୭ ତାରିଖରେ ନୟାଗଡ଼ କ୍ରିଦାସପୁରର ରାମକୃଷ୍ଣ ପାଣିଗ୍ରାହୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story