ନୟାଗଡ଼: ନିଶା ପାନୀୟ ଦେଇ ଗହଣା ଲୁଟ୍

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଅଞ୍ଚଳରେ ମା’ ଓ ଝିଅଙ୍କୁ ନିଶା ଦେଇ ଦୁର୍ବୃତ୍ତ ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗତକାଲିଠାରୁ ଉଭୟ ମା, ଝିଅ ନିଖୋଜ ଥିବା ବେଳେ ଆଜି ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଜ୍ଞାହୀନ ଅବସ୍ଥାରେ ମା’ ଆସେଲି ପ୍ରଧାନଙ୍କୁ ସୁନାଖଳା ଡାକ୍ତରଖାନା ପରିସରରୁ ଓ ଝିଅ କୁମୁଦିନୀ ରାଉତଙ୍କୁ ରଣପୁର କୃଷ୍ଣଚନ୍ଦ୍ରପୁରରୁ ଉଦ୍ଧାର କରାଯାଇଛି। ଗତକାଲି ଏକ ବିବାହ ଉତ୍ସବରେ ଯୋଗଦେବାକୁ ମହୁଲିଆ […]

nayagarh

nayagarh

Rakesh Mallick
  • Published: Sunday, 06 March 2016
  • Updated: 06 March 2016, 10:38 AM IST

Sports

Latest News

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ଅଞ୍ଚଳରେ ମା’ ଓ ଝିଅଙ୍କୁ ନିଶା ଦେଇ ଦୁର୍ବୃତ୍ତ ଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଗତକାଲିଠାରୁ ଉଭୟ ମା, ଝିଅ ନିଖୋଜ ଥିବା ବେଳେ ଆଜି ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସଜ୍ଞାହୀନ ଅବସ୍ଥାରେ ମା’ ଆସେଲି ପ୍ରଧାନଙ୍କୁ ସୁନାଖଳା ଡାକ୍ତରଖାନା ପରିସରରୁ ଓ ଝିଅ କୁମୁଦିନୀ ରାଉତଙ୍କୁ ରଣପୁର କୃଷ୍ଣଚନ୍ଦ୍ରପୁରରୁ ଉଦ୍ଧାର କରାଯାଇଛି।

ଗତକାଲି ଏକ ବିବାହ ଉତ୍ସବରେ ଯୋଗଦେବାକୁ ମହୁଲିଆ ଗାଁର ଆସେଲି ପ୍ରଧାନ ଓ ତାଙ୍କ ଝିଅ କୁମୁଦିନୀ ରାଉତ ଏକ ଅଟୋରେ ପେଟାପଲ୍ଲୀରୁ ଓଡଗାଁ ଯାଉଥିଲେ। ବାଟରେ ଅଟୋ ରଖି ଡ୍ରାଇଭର୍ ସେମାନଙ୍କୁ କିଛି ପିଇବାକୁ ଦେଇଥିଲା। ଏହା ପିଇବା ପରେ ଉଭୟେ ସଜ୍ଞାହୀନ ହୋଇଯାଇଥିଲେ।

ଚିକିତ୍ସା ପରେ କୁମୁଦିନୀଙ୍କ ହୋସ୍ ଆସି ସାରିଥିବା ବେଳେ ଆସେଲିଙ୍କ ଚେତା ଏବେ ବି ଆସି ନ ଥିବା କୁମୁଦିନୀଙ୍କ ପୁଅ ଅଶୋକ ରାଉତ କହିଛନ୍ତି।

ଅଟୋ ଡ୍ରାଇଭର୍ ଆସେଲି ଓ କୁମୁଦିନୀଙ୍କଠାରୁ ସୁନା ଗହଣା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story