ନବଜାତ ଶିଶୁକନ୍ୟାକୁ ଡ୍ରେନ୍‌ରେ ଫିଙ୍ଗି ଦେଲେ, ମୃତଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁରର ଟାଉନ ଥାନା ସୁଇମିଂପୁଲ୍ ନିକଟ ଏକ ଡ୍ରେନ୍ ଭିତରୁ ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ଡ୍ରେନ ଭିତରେ ନବଜାତ ଶିଶୁକନ୍ୟାଟିକୁ ଫୋପାଡ଼ିଲା କିଏ ? ଏହି ନବଜାତ କାହାର ? ସେନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି।

samblpur

Rakesh Mallick
  • Published: Friday, 02 June 2017
  • , Updated: 02 June 2017, 10:31 PM IST

Related story