ଦମ୍ପତିଙ୍କ ସନ୍ଦେହଜନକ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସିମେଲପାଲି ଗାଁରୁ ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଗାଁର ଝାଙ୍କର ଶବର ଓ ତାଙ୍କ ପତ୍ନୀ ଯମୁନା ଶବର। ପୋଲିସ୍ ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ପଠାଇଛି। ଶଙ୍କରଙ୍କ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ପୁଅ ବାହାଘର ପାଇଁ ସେ ଧାରକରଜ କରିଥିଲେ। ସେହି ଚିନ୍ତାରେ ସେ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

deadbody

Rakesh Mallick
  • Published: Sunday, 05 February 2017
  • , Updated: 05 February 2017, 11:44 AM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ସିମେଲପାଲି ଗାଁରୁ ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତକମାନେ ହେଲେ ଗାଁର ଝାଙ୍କର ଶବର ଓ ତାଙ୍କ ପତ୍ନୀ ଯମୁନା ଶବର। ପୋଲିସ୍ ଶବଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ପଠାଇଛି।

ଶଙ୍କରଙ୍କ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ପୁଅ ବାହାଘର ପାଇଁ ସେ ଧାରକରଜ କରିଥିଲେ। ସେହି ଚିନ୍ତାରେ ସେ ଓ ତାଙ୍କ ପତ୍ନୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

Related story