ନୂଆପଡ଼ା: ୨୧ ମୋବାଇଲ ଜବତ,୨ ଗିରଫ

ନୂଆପଡ଼ା: ନୂଆପଡ଼ା ସଦର ପୋଲିସ୍‌ ୨୧ଟି ଚୋରି ମୋବାଇଲ ଜବତ କରିଥିବା ବେଳେ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତେଳିପଡ଼ାର ଦିଲୀପ ସେଠୀ ଓ ମୁକେଶ ପଟେଲ। ଗତ ୪ ତାରିଖରେ ନୂଆପଡ଼ା ସଦର ମହକୁମାର ଏକ ମୋବାଇଲ ଦୋକାନ ଛାତ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା। ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିଲା।

nuapada

Rakesh Mallick
  • Published: Tuesday, 18 October 2016
  • , Updated: 18 October 2016, 02:53 PM IST

ନୂଆପଡ଼ା: ନୂଆପଡ଼ା ସଦର ପୋଲିସ୍‌ ୨୧ଟି ଚୋରି ମୋବାଇଲ ଜବତ କରିଥିବା ବେଳେ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ତେଳିପଡ଼ାର ଦିଲୀପ ସେଠୀ ଓ ମୁକେଶ ପଟେଲ।

ଗତ ୪ ତାରିଖରେ ନୂଆପଡ଼ା ସଦର ମହକୁମାର ଏକ ମୋବାଇଲ ଦୋକାନ ଛାତ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଥିଲା। ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଥିଲା।

Related story