ଚିଟ୍‌ଫଣ୍ଡ ମାମଲା: ସିସୋର ୩ ଜଣଙ୍କ ପିଟିସନ୍‌ ଖାରଜ ଓ ଏଟିର ୪ ଜଣ ରାୟ ସଂରକ୍ଷିତ

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏମ୍‌ଡି ପ୍ରସାନ୍ତ ଦାଶଙ୍କ ସମେତ ୩ ଜଣଙ୍କ ଡିସ୍‌ଚାର୍ଜ ପାଟିସନ୍‌ ଖାରଜ ହୋଇଯାଇଛି। ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟ ସେମାନଙ୍କ ପିଟିସନ୍‌ ଖାରଜ କରିଛନ୍ତି। ମେ’ ୪ ତାରିଖରେ ସେମାନଙ୍କ ଚାର୍ଜଫ୍ରେମ୍‌ ହେବ। ସେମାନେ ହେଲେ ଏମ୍‌ଡି ପ୍ରଶାନ୍ତ ଦାଶ, ତାଙ୍କ ଭାଇ ପ୍ରଭାତ ଦାଶ ଓ ମଧ୍ୟସ୍ତି ଶୁଭଙ୍କର ନାୟକ। ସେହିପରି ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କ ଡିସ୍‌ଚାର୍ଜ ପିଟିସନ୍‌ର ଶୁଣାଣି ଶେଷ ହୋଇଛି। ସ୍ପେଶାଲ ସିଜେଏମ୍‌ […]

chitfund india

Rakesh Mallick
  • Published: Wednesday, 26 April 2017
  • , Updated: 26 April 2017, 05:54 PM IST

ଭୁବନେଶ୍ୱର: ସିସୋର ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏମ୍‌ଡି ପ୍ରସାନ୍ତ ଦାଶଙ୍କ ସମେତ ୩ ଜଣଙ୍କ ଡିସ୍‌ଚାର୍ଜ ପାଟିସନ୍‌ ଖାରଜ ହୋଇଯାଇଛି। ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟ ସେମାନଙ୍କ ପିଟିସନ୍‌ ଖାରଜ କରିଛନ୍ତି। ମେ’ ୪ ତାରିଖରେ ସେମାନଙ୍କ ଚାର୍ଜଫ୍ରେମ୍‌ ହେବ। ସେମାନେ ହେଲେ ଏମ୍‌ଡି ପ୍ରଶାନ୍ତ ଦାଶ, ତାଙ୍କ ଭାଇ ପ୍ରଭାତ ଦାଶ ଓ ମଧ୍ୟସ୍ତି ଶୁଭଙ୍କର ନାୟକ।

ସେହିପରି ଅର୍ଥତତ୍ତ୍ୱ(ଏଟି) ଚିଟ୍‌ଫଣ୍ଡ ମାମଲାରେ ୪ ଅଭିଯୁକ୍ତଙ୍କ ଡିସ୍‌ଚାର୍ଜ ପିଟିସନ୍‌ର ଶୁଣାଣି ଶେଷ ହୋଇଛି। ସ୍ପେଶାଲ ସିଜେଏମ୍‌ ସିବିଆଇ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ସେମାନେ ହେଲେ ପୂର୍ବତନ ଏଜି ଅଶୋକ ମହାନ୍ତି, ପ୍ରମୋଦ ପଣ୍ଡା, ମଡେଲ ପ୍ରୀତି ଭାଟିଆ ଓ ଜଗବନ୍ଧୁ ପଣ୍ଡା। ପୂର୍ବରୁ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀଙ୍କ ସମେତ ୩ ଜଣ ନିଜ ଦୋଷ ସ୍ୱୀକାର କରି ଦଣ୍ଡିତ ହୋଇଛନ୍ତି।

Related story