ପିଟିପିଟି ଜଣଙ୍କୁ ହତ୍ୟା: ପୁଅ ଫେରାର, ମାଆ ଅଟକ

କଟକ: କଟକ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ପୁଅ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର କୋକିପଦା ଗାଁରେ। କୌଣସି କାରଣରୁ ଅଭିଯୁକ୍ତ ପୁଅ ଓ ମାଆ ବ୍ୟକ୍ତି ଜଣଙ୍କୁ ଠେଙ୍ଗା ଓ ଲୁହାରଡ଼ରେ ପିଟି ହତ୍ୟା କରିଛନ୍ତି। ଘଟଣା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୃତକଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

ctc

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 06:29 PM IST

କଟକ: କଟକ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଓ ପୁଅ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକଙ୍କ ଘର କୋକିପଦା ଗାଁରେ। କୌଣସି କାରଣରୁ ଅଭିଯୁକ୍ତ ପୁଅ ଓ ମାଆ ବ୍ୟକ୍ତି ଜଣଙ୍କୁ ଠେଙ୍ଗା ଓ ଲୁହାରଡ଼ରେ ପିଟି ହତ୍ୟା କରିଛନ୍ତି।

ଘଟଣା ପରେ ଅଭିଯୁକ୍ତ ପୁଅ ଫେରାର ହୋଇଯାଇଛି। ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ମୃତକଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story