ଧର୍ମଗଡ଼: ଅପହରଣକାରୀଙ୍କ ମାଡରେ ଗୁରୁତର ଅପହୃତାଙ୍କ ବାପାଙ୍କର ମେଡିକାଲରେ ମୃତ୍ୟୁ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ସାନଚେର ଗାଁରେ ଝିଅକୁ ଅପରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ଯାଇ ଗୁରୁତର ବାପାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ଘଟିଛି। ଗତ ରବିବାର ଦିନ ୩ ଜଣ ଯୁବକ ଗାଁର ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ବେଳେ ତାଙ୍କ ବାପା ପ୍ରତିବାଦ କରିଥିଲେ।  ଏହି ସମୟରେ ଅପହରଣକାରୀ ତାଙ୍କୁ ନିର୍ଘାତ ମାଡ ମାରି ଝିଅକୁ ଅପହରଣ କରି ନେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ […]

onedead

onedead

Rakesh Mallick
  • Published: Tuesday, 24 May 2016
  • Updated: 24 May 2016, 05:13 PM IST

Sports

Latest News

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ସାନଚେର ଗାଁରେ ଝିଅକୁ ଅପରଣକାରୀଙ୍କ କବଳରୁ ଉଦ୍ଧାର କରିବାକୁ ଯାଇ ଗୁରୁତର ବାପାଙ୍କର ଆଜି ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ଘଟିଛି।

ଗତ ରବିବାର ଦିନ ୩ ଜଣ ଯୁବକ ଗାଁର ଜଣେ ନାବାଳିକାକୁ ଅପହରଣ କରି ନେଇଥିବା ବେଳେ ତାଙ୍କ ବାପା ପ୍ରତିବାଦ କରିଥିଲେ।  ଏହି ସମୟରେ ଅପହରଣକାରୀ ତାଙ୍କୁ ନିର୍ଘାତ ମାଡ ମାରି ଝିଅକୁ ଅପହରଣ କରି ନେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ବିଷମକଟକ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଏହାମଧ୍ୟରେ ଦୁଇ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅପହୃତା ନାବାଳିକାଙ୍କ ସମ୍ପର୍କରେ କୌଣସି ସୂଚନା ପାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos