ପାରାଦୀପ: ପତ୍ନୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ପାରାଦୀପ: ପାରାଦୀପ ଉପକଣ୍ଠ ବିଶ୍ୱାଳି ଗାଁର ପ୍ରକାଶ ପରିଡା ତା’ ସ୍ତ୍ରୀ ଅମିତା ପରିଡାକୁ ଗତକାଲି ତିଣ୍ଟି ଚିପି ହତ୍ୟା କରିବା ପରେ ପାଇଖାନା ଘରେ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସ୍ୱାମୀ ପ୍ରକାଶ ଲକ୍‌ ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ୍ ପ୍ରକାଶକୁ ଗିରଫ କରି ପଚରାଉଚରା କରୁଛି। ଘଟଣାସ୍ଥଳରେ ପୋଲିସ୍‌ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଗତକାଲି ଖାଇ ସାରିବା ପରେ […]

hotya

hotya

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 05:58 AM IST

Sports

Latest News

ପାରାଦୀପ: ପାରାଦୀପ ଉପକଣ୍ଠ ବିଶ୍ୱାଳି ଗାଁର ପ୍ରକାଶ ପରିଡା ତା’ ସ୍ତ୍ରୀ ଅମିତା ପରିଡାକୁ ଗତକାଲି ତିଣ୍ଟି ଚିପି ହତ୍ୟା କରିବା ପରେ ପାଇଖାନା ଘରେ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ପରେ ସ୍ୱାମୀ ପ୍ରକାଶ ଲକ୍‌ ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ୍ ପ୍ରକାଶକୁ ଗିରଫ କରି ପଚରାଉଚରା କରୁଛି। ଘଟଣାସ୍ଥଳରେ ପୋଲିସ୍‌ ସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ଗତକାଲି ଖାଇ ସାରିବା ପରେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଯେଉଁଥିରେ ସ୍ୱାମୀ ପ୍ରକାଶ ଉତ୍ୟକ୍ତ ହୋଇ ଅମିତାଙ୍କୁ ତିଣ୍ଟି ଚିପି ହତ୍ୟା କରିଥିଲା।

ପ୍ରକାଶଙ୍କ ମାନସିକ ବିକୃତି ଥିବା ସାହି ପୋଡ଼ିଶା ଲୋକେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story