ପଟ୍ଟାମୁଣ୍ଡାଇ: ଯୁବତୀଙ୍କୁ ଗଣବଳାତ୍କାର ଅଭିଯୋଗରେ ୩ ଗିରଫ

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମୁଳୁବସନ୍ତ ଗାଁରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସେହି ଗାଁର ଫୁକୁନା ଖିଲାର ଓ ତା’ର ଦୁଇ ସାଙ୍ଗ ବିବେକ ପ୍ରଧାନ ଏବଂ ହେମନ୍ତ ଦାଶ। ପୋଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗାଁର ଫୁକୁନା ଖିଲାରଙ୍କ ସହିତ ଏହି ଯୁବତୀଙ୍କର ପ୍ରେମ ସଂପର୍କ ଥିଲା। ଶନିବାର […]

gang-rape

gang-rape

Rakesh Mallick
  • Published: Monday, 22 February 2016
  • Updated: 22 February 2016, 08:15 AM IST

Sports

Latest News

ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମୁଳୁବସନ୍ତ ଗାଁରେ ଜଣେ ୧୭ ବର୍ଷୀୟ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ସେହି ଗାଁର ଫୁକୁନା ଖିଲାର ଓ ତା’ର ଦୁଇ ସାଙ୍ଗ ବିବେକ ପ୍ରଧାନ ଏବଂ ହେମନ୍ତ ଦାଶ।

ପୋଲିସ୍‌ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗାଁର ଫୁକୁନା ଖିଲାରଙ୍କ ସହିତ ଏହି ଯୁବତୀଙ୍କର ପ୍ରେମ ସଂପର୍କ ଥିଲା। ଶନିବାର ସନ୍ଧ୍ୟାରେ ଫୁକୁନା ତାଙ୍କୁ ବାଡ଼ି ପଟକୁ ଡାକି ନେଇ ଥିଲେ। ଆଉ ସେଠାରେ ଫୁକୁନା ଓ ତାଙ୍କର ଦୁଇ ସାଙ୍ଗ ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story