ପୁରୀ:୧୩ କେଜିରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ

ପୁରୀ:  ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ସ୍ଥିତ ଜଣଙ୍କ ଘରୁ ଶନିବାର ୧୩ କେଜିରୁ ଅଧିକ ବିସ୍ଫୋରକ ସାମଗ୍ରୀ ପୋଲିସ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ କ୍ଷମାକର ସେଠୀ। ଅଭିଯୁକ୍ତଙ୍କ ଘରୁ ବହୁ ପରିମାଣର ବାଣ ତିଆରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି। କିଛି ଦିନ ତଳେ ପୁରୀ ସହରରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ସେଥିରେ ବ୍ୟବହୃତ ବୋମା କ୍ଷମାକରଙ୍କ ଠାରୁ ନିଆଯାଇଥିବା ସନ୍ଦେହ କରୁଛି। ପୋଲିସ୍ ଘଟଣାର ତଦନ୍ତ  କରୁଛି। […]

puri

puri

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 08:34 AM IST

Sports

Latest News

ପୁରୀ:  ପୁରୀ ଜିଲ୍ଲା ବୀରହରେକୃଷ୍ଣପୁର ସ୍ଥିତ ଜଣଙ୍କ ଘରୁ ଶନିବାର ୧୩ କେଜିରୁ ଅଧିକ ବିସ୍ଫୋରକ ସାମଗ୍ରୀ ପୋଲିସ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ତାଙ୍କ ନାଁ କ୍ଷମାକର ସେଠୀ।

ଅଭିଯୁକ୍ତଙ୍କ ଘରୁ ବହୁ ପରିମାଣର ବାଣ ତିଆରି ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

କିଛି ଦିନ ତଳେ ପୁରୀ ସହରରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ସେଥିରେ ବ୍ୟବହୃତ ବୋମା କ୍ଷମାକରଙ୍କ ଠାରୁ ନିଆଯାଇଥିବା ସନ୍ଦେହ କରୁଛି।

ପୋଲିସ୍ ଘଟଣାର ତଦନ୍ତ  କରୁଛି।

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ଅତିରିକ୍ତ ଏସପିଙ୍କ  ନିର୍ଦ୍ଦେଶ ଅନୁସାରେ ଏକ ତିନିଜଣିଆ ଟିମ୍ ଗତକାଲି  କ୍ଷମାକର ସେଠୀଙ୍କ ଘର ସମେତ ଆଉ କିଛି ସ୍ଥାନରେ ଚଢ଼ାଉ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos