ପୁରୀ: ବାହାବେଦୀରୁ ନାବାଳିକା ଉଦ୍ଧାର

ପୁରୀ: ପୁରୀ ରାମେଶ୍ୱର ମନ୍ଦିରରେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକ ଜଣେ ନାବାଳିକାକୁ ଦ୍ୱିତୀୟ ବିବାହ କରୁଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ପୋଲିସ୍ ସହାୟତାରେ ନାବାଳିକାଟିକୁ ଉଦ୍ଧାର କରିଥିଲେ। ପରେ ନାବାଳିକାଟିକୁ ଉତକଳା ବାଳାଶ୍ରମରେ ଥିବା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା। କେଉଁ ଭଳି ସ୍ଥିତିରେ ଏଭଳି ବିବାହ କରାଯାଉଥିଲା, ତା’ର ତଦନ୍ତ  କରାଯାଉଛି। ଶିଶୁ ମଙ୍ଗଳ କମିଟି […]

childmarriage

childmarriage

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 01:48 PM IST

Sports

Latest News

ପୁରୀ: ପୁରୀ ରାମେଶ୍ୱର ମନ୍ଦିରରେ ଆଜି ସ୍ପଷ୍ଟ ଦିବାଲୋକରେ ଜଣେ ଯୁବକ ଜଣେ ନାବାଳିକାକୁ ଦ୍ୱିତୀୟ ବିବାହ କରୁଥିବା ବେଳେ ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ପୋଲିସ୍ ସହାୟତାରେ ନାବାଳିକାଟିକୁ ଉଦ୍ଧାର କରିଥିଲେ। ପରେ ନାବାଳିକାଟିକୁ ଉତକଳା ବାଳାଶ୍ରମରେ ଥିବା ଶିଶୁ ମଙ୍ଗଳ କମିଟି ନିକଟରେ ହାଜର କରାଯାଇଥିଲା। କେଉଁ ଭଳି ସ୍ଥିତିରେ ଏଭଳି ବିବାହ କରାଯାଉଥିଲା, ତା’ର ତଦନ୍ତ  କରାଯାଉଛି। ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ରାଏ କହିଛନ୍ତି ଯେ ଆଇନ ଅନୁଯାୟୀ ନାବାଳିକାର ପରିବାର ଓ ନାବାଳିକାକୁ ବିବାହ କରୁଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପକ୍ଷରେ ନାବାଳିକାଟି କହିଛି ଯେ ସେ ଏ ବିବାହ ପାଇଁ ରାଜି ଥିଲା। କିନ୍ତୁ ଯୁବକ ଜଣଙ୍କ ତାକୁ ଦ୍ୱିତୀୟ ବିବାହ କରୁଥିବା ସେ ଜାଣି ନ ଥିଲେ ବୋଲି କହିଛନ୍ତି। ଏହା ସହିତ ତାଙ୍କୁ ପାଠପଢ଼ିବାର ସୁଯୋଗ ଦିଆଯାଉ ଓ ତାଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ସେ ଦାବି କରିଛନ୍ତି।

ଦାରିଦ୍ର୍ୟ ଯୋଗୁଁ ଏଭଳି ଭାବେ ଝିଅକୁ ବିବାହ କରିବାକୁ ବାଧ୍ୟ ହୋଇଥିଲେ ବୋଲି ନାବାଳିକାର ବାପା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story