ପୁରୀ: ପୁଣି ଫୁଟିଲା ବୋମା

ପୁରୀ: ପୁରୀରେ ପୁଣି ଫୁଟିଲା ବୋମା। ପୁରୀ କୁମ୍ଭାରପଡ଼ା ଥାନା ଅର୍ନ୍ତଗତ ଦରଜି ପୋଖରୀ ଛକରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଏକ ଭେରାଇଟି ଷ୍ଟୋର୍ ଉପରକୁ ବୋମାମାଡ଼ କରିଥିଲେ। କିନ୍ତୁ ବୋମାଟି ତଳେ ପଡିଯାଇ ଫୁଟିଯାଇଥିଲା। ଆଉ ଗୋଟିଏ ବୋମା ପଡିଥିଲେ ମଧ୍ୟ ତାହା ଫୁଟି ନ ଥିଲା। ଉକ୍ତ ବୋମାଟିକୁ ପୋଲିସ୍ ଜବତ କରିଛି। ଦାଦାବଟିକୁ ନେଇ ଏହି ବୋମାମାଡ଼ କରାଯାଇଛି ବୋଲି ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ କେହି କ୍ଷତାକ୍ତ ହୋଇନାହାନ୍ତି। […]

dadabati

dadabati

Rakesh Mallick
  • Published: Saturday, 12 March 2016
  • Updated: 12 March 2016, 05:36 PM IST

Sports

Latest News

ପୁରୀ: ପୁରୀରେ ପୁଣି ଫୁଟିଲା ବୋମା। ପୁରୀ କୁମ୍ଭାରପଡ଼ା ଥାନା ଅର୍ନ୍ତଗତ ଦରଜି ପୋଖରୀ ଛକରେ ୨ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଏକ ଭେରାଇଟି ଷ୍ଟୋର୍ ଉପରକୁ ବୋମାମାଡ଼ କରିଥିଲେ। କିନ୍ତୁ ବୋମାଟି ତଳେ ପଡିଯାଇ ଫୁଟିଯାଇଥିଲା। ଆଉ ଗୋଟିଏ ବୋମା ପଡିଥିଲେ ମଧ୍ୟ ତାହା ଫୁଟି ନ ଥିଲା। ଉକ୍ତ ବୋମାଟିକୁ ପୋଲିସ୍ ଜବତ କରିଛି। ଦାଦାବଟିକୁ ନେଇ ଏହି ବୋମାମାଡ଼ କରାଯାଇଛି ବୋଲି ଅଭିଯୋଗ ହୋଇଛି। ତେବେ ଏହି ଘଟଣାରେ କେହି କ୍ଷତାକ୍ତ ହୋଇନାହାନ୍ତି।

ମାର୍ଚ୍ଚ ୯ ତାରିଖ ରାତିରେ ମଧ୍ୟ ଏହି ଗୋଷ୍ଠୀର ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସେହି ବୋମାମାଡ଼ ଘଟଣାରେ ୩ଜଣ ଫେରାର ରହିଥିବା ବେଳେ ଶଙ୍କର ନାମକ ଯୁବକକୁ ଗିରଫ କରାଯାଇଥିଲା। ଏହି ଗୋଷ୍ଠୀର ସମସ୍ତ ସଦସ୍ୟଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କୁମ୍ଭାରପଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ପ୍ରଧାନ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story