ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶଶି ଗୁରୁତର

ପୁରୀ: ଆଜି ରାତିରେ ପୁରୀ ବାଟ୍ ମଙ୍ଗଳା ଛକରେ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶଶି ନାୟକ ଆହତ ହୋଇଛି। ଶଶିର ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଶଶି ନାଁ ବହୁ ଅପରାଧୀକ ମାମଲା ରହିଛି। ପୁରୀ ଟାଉନ୍ ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରିଥିଲା।

puri encounter

Rakesh Mallick
  • Published: Saturday, 13 May 2017
  • , Updated: 13 May 2017, 10:54 PM IST

ପୁରୀ: ଆଜି ରାତିରେ ପୁରୀ ବାଟ୍ ମଙ୍ଗଳା ଛକରେ ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଶଶି ନାୟକ ଆହତ ହୋଇଛି। ଶଶିର ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଶଶି ନାଁ ବହୁ ଅପରାଧୀକ ମାମଲା ରହିଛି।

ପୁରୀ ଟାଉନ୍ ଥାନା ପୋଲିସ ଓ ସ୍ପେଶାଲ୍ ସ୍କ୍ୱାଡ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରିଥିଲା।

Related story