ଫଟୋ ସାମ୍ବାଦିକଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ

ପୁରୀ: ପୁରୀ ବାଲିଘାଟ ଭାରତୀପୁର ଅଞ୍ଚଳରୁ ଫଟୋ ସାମ୍ବାଦିକ ଶରତ ପାତ୍ରଙ୍କ ଘରୁ ଲୁଟ୍ । ଆଜି ସକାଳ ଭୋର ୪ଟା ବେଳେ ୨ଜଣ ଦୁର୍ବୃତ୍ତ ଶରତଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନା ପାତ୍ରଙ୍କୁ ମାରଣାସ୍ତ୍ର ଦେଖାଇ ଆଲମିରାରୁ ସୁନାଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅର୍ଚ୍ଚନା ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ସଦର ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ […]

puri

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 10:04 AM IST

ପୁରୀ: ପୁରୀ ବାଲିଘାଟ ଭାରତୀପୁର ଅଞ୍ଚଳରୁ ଫଟୋ ସାମ୍ବାଦିକ ଶରତ ପାତ୍ରଙ୍କ ଘରୁ ଲୁଟ୍ । ଆଜି ସକାଳ ଭୋର ୪ଟା ବେଳେ ୨ଜଣ ଦୁର୍ବୃତ୍ତ ଶରତଙ୍କ ଘରେ ପଶି ତାଙ୍କୁ ଓ ତାଙ୍କ ପତ୍ନୀ ଅର୍ଚ୍ଚନା ପାତ୍ରଙ୍କୁ ମାରଣାସ୍ତ୍ର ଦେଖାଇ ଆଲମିରାରୁ ସୁନାଗହଣା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

ଦୁର୍ବୃତ୍ତଙ୍କ ଆକ୍ରମଣରେ ଅର୍ଚ୍ଚନା ଆହତ ହୋଇଛନ୍ତି । ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି। ସଦର ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story