ମୋବାଇଲ ଦୋକାନ ଉପରେ ବୋମା ମାଡ଼, ୪ ଗୁରୁତର

ପୁରୀ: ପୁରୀ ଦରଜୀ ବଜାର ଛକରେ ଥିବା ଏକ ମୋବାଇଲ ଦୋକାନ ଉପରେ ଆଜି ସନ୍ଧ୍ୟା ବେଳେ ବୋମା ମାଡ଼ ହୋଇଛି। ଫଳରେ ଦୋକାନରେ ବସିଥିବା ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ବୋମା ମାଡ଼ ହୋଇଛି ତାହା ଜଣାପଡ଼ିନି। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

puri bummmeing

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 08:48 PM IST

Related story