ଫିଲ୍ମ ଷ୍ଟାଇଲ୍‌ରେ ଗାଡ଼ି ଅଟକାଇ ହାଣି ଦେଲେ

ପୁରୀ: ପୁରୀ ଜିଲ୍ଲା ବାରମାଣ ଗାଁର ଜଣେ ଯୁବକ ଗତକାଲି ରାତିରେ ବଜାରରୁ ଘରକୁ ଫେରୁଥିବା ବେଳେ ଉତ୍ତରା ଛକ ନିକଟରେ ତାଙ୍କୁ ହତ୍ୟା କରାଯାଇଛି। ୬ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଗାଁ ବିବାଦକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ମାମଲାରେ ଉତ୍ତରା ଥାନାରେ ୬ଜଣଙ୍କୁ ଅଟକ ରଖାଯାଇଛି।

puri murder

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 09:46 AM IST

ପୁରୀ: ପୁରୀ ଜିଲ୍ଲା ବାରମାଣ ଗାଁର ଜଣେ ଯୁବକ ଗତକାଲି ରାତିରେ ବଜାରରୁ ଘରକୁ ଫେରୁଥିବା ବେଳେ ଉତ୍ତରା ଛକ ନିକଟରେ ତାଙ୍କୁ ହତ୍ୟା କରାଯାଇଛି। ୬ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ ହୋଇଛି। ଗାଁ ବିବାଦକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ଏହି ମାମଲାରେ ଉତ୍ତରା ଥାନାରେ ୬ଜଣଙ୍କୁ ଅଟକ ରଖାଯାଇଛି।

Related story