ବିଲ୍ଡର ସତ୍ୟବ୍ରତ ଧୀରଙ୍କ ଅଫିସ୍‌ରେ ଚଢ଼ାଉ

ଭୁବନେଶ୍ୱର: ଭୁବନେଶ୍ୱରର ଆଇଆରସି ଭିଲେଜରେ ଥିବା ବିଲ୍ଡର ସତ୍ୟବ୍ରତ ଧୀରଙ୍କ ସ୍ପ୍ରିଙ୍ଗ୍‌ ସିଟି କାର୍ଯ୍ୟାଳୟ ଉପରେ ଆଜି କମିଶନରେଟ୍ ପୋଲିସ୍ ଓ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡ଼ିଛି।  ଚଢ଼ାଉ ପରେ ସତ୍ୟବ୍ରତଙ୍କ ଆକାଉଣ୍ଟସ୍ ଅଫିସରଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ୍। ସତ୍ୟବ୍ରତଙ୍କ ବିଦେଶୀ ପୁଞ୍ଜିନିବେଶ ଓ ଗ୍ରାହକଙ୍କ ସଂଖ୍ୟା ଜାଣିବା ପାଇଁ ଖୋଳତାଡ଼ ଜାରି ରହିଛି। ସତ୍ୟବ୍ରତଙ୍କ ସଂସ୍ଥାର ଥିବା ସମସ୍ତ ବ୍ୟାଙ୍କ […]

satyabrat-dhira

satyabrat-dhira

Rakesh Mallick
  • Published: Monday, 23 May 2016
  • Updated: 23 May 2016, 01:14 PM IST

Sports

Latest News

satyabrat-dhiraଭୁବନେଶ୍ୱର: ଭୁବନେଶ୍ୱରର ଆଇଆରସି ଭିଲେଜରେ ଥିବା ବିଲ୍ଡର ସତ୍ୟବ୍ରତ ଧୀରଙ୍କ ସ୍ପ୍ରିଙ୍ଗ୍‌ ସିଟି କାର୍ଯ୍ୟାଳୟ ଉପରେ ଆଜି କମିଶନରେଟ୍ ପୋଲିସ୍ ଓ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ସେଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାପଡ଼ିଛି।  ଚଢ଼ାଉ ପରେ ସତ୍ୟବ୍ରତଙ୍କ ଆକାଉଣ୍ଟସ୍ ଅଫିସରଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ପୋଲିସ୍।

ସତ୍ୟବ୍ରତଙ୍କ ବିଦେଶୀ ପୁଞ୍ଜିନିବେଶ ଓ ଗ୍ରାହକଙ୍କ ସଂଖ୍ୟା ଜାଣିବା ପାଇଁ ଖୋଳତାଡ଼ ଜାରି ରହିଛି। ସତ୍ୟବ୍ରତଙ୍କ ସଂସ୍ଥାର ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦେବା ପାଇଁ ନୟାପଲ୍ଲୀ ପୋଲିସ୍ ବ୍ୟାଙ୍କଗୁଡ଼ିକୁ ଚିଠି ଲେଖିଛି।

ଫ୍ଲାଟ୍ ଦେବା ନାଁରେ ଠକେଇ ଅଭିଯୋଗରେ କିଛି ଦିନ ତଳେ ଗିରଫ ହୋଇଥିଲେ ସତ୍ୟବ୍ରତ। ସେ ଏବେ ଜେଲ୍‌ରେ ଅଛନ୍ତି। ତାଙ୍କ ବିରୁଦ୍ଧରେ ନୟାପଲ୍ଲୀ ପୋଲିସ୍ ୪ଟି ମାମଲା ରୁଜୁ କରିଛି। ତାଙ୍କ ବିରୁଦ୍ଧରେ ଆସିଥିବା ଚେକ୍ ବାଉନ୍ସ ଅଭିଯୋଗଗୁଡ଼ିକୁ ମଧ୍ୟ ଏହି ମାମଲା ସହିତ ଯୋଡ଼ି ଦିଆଯାଇଥିବା ପୋଲିସ୍ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story