ରାଇରଙ୍ଗପୁର: ଲାଞ୍ଚ ନେଇ ପ୍ରଧାନ ଶିକ୍ଷକ ଗିରଫ

ରାଇରଙ୍ଗପୁର:ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ନିକଟସ୍ଥ ତାମଳବନ୍ଧ ମଧ୍ୟ ଇଂରାଜୀ ସ୍କୁଲର ପ୍ରଧାନ ଶିକ୍ଷକ  ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।  ଉକ୍ତ ବିଦ୍ୟାଳୟର ପାଚିକା ମହିଳା  ଦାନଗୀ ହାଁସଦା ଛଅମାସ ଦରମା  ନାହାନ୍ତି। ଦରମା କରାଇ ଦେବା ନେଇ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ତାଙ୍କ ଠାରୁ ୨ ହଜାର ଟଙ୍କା  ମାଗିଥିଲେ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳର ଡିସିପି ରାଧା କୃଷ୍ଣ କାନୁନଗୋ, ଇନ୍ସପେକ୍ଟର ସବିତା ମାଝୀ ଓ ପଦୀପ କୁମାର […]

teacher

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 04:37 AM IST

ରାଇରଙ୍ଗପୁର:ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ନିକଟସ୍ଥ ତାମଳବନ୍ଧ ମଧ୍ୟ ଇଂରାଜୀ ସ୍କୁଲର ପ୍ରଧାନ ଶିକ୍ଷକ  ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।  ଉକ୍ତ ବିଦ୍ୟାଳୟର ପାଚିକା ମହିଳା  ଦାନଗୀ ହାଁସଦା ଛଅମାସ ଦରମା  ନାହାନ୍ତି। ଦରମା କରାଇ ଦେବା ନେଇ  ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ତାଙ୍କ ଠାରୁ ୨ ହଜାର ଟଙ୍କା  ମାଗିଥିଲେ। ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦଳର ଡିସିପି ରାଧା କୃଷ୍ଣ କାନୁନଗୋ, ଇନ୍ସପେକ୍ଟର ସବିତା ମାଝୀ ଓ ପଦୀପ କୁମାର ସାମଲ ତାଙ୍କୁ ଧରିଥିଲେ।

Related story