ରାଜା ମୃତ୍ୟୁ ମାମଲା: ସିରିୟଲ୍‌ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରିବ ଓଟା

ଭୁବନେଶ୍ୱର: ଟେଲି କଳାକାର ରାଜା ପଟ୍ଟନାୟକ ମୃତ୍ୟୁ ପରେ ଚର୍ଚ୍ଚାର ପରିସରକୁ ଆସିଥିବା ଅଭିନେତ୍ରୀ ଜେସିଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଓଡ଼ିଶା ଟେଲି ଆର୍ଟିଷ୍ଟ ଆସୋସିଏସନ୍ (ଓଟା)ର ସାଧାରଣ ପରିଷଦ ବୈଠକରେ ଜେସି ଓ ତାଙ୍କ ସମ୍ପର୍କରେ ଆସିଥିବା ଅଭିଯୋଗକୁ ନେଇ ବିଷଦ୍‌ ଆଲୋଚନା ହୋଇଛି। ନ୍ୟାୟାଳୟରେ ମାମଲା ଶେଷ ନ ହେବା ପର୍ଯ୍ୟନ୍ତ ଜେସିଙ୍କ ସହ ଅଭିନୟ ନ କରିବା ସଂକ୍ରାନ୍ତରେ ହୋଇଥିବା ଆଲୋଚନା ଉପରେ ଆଗାମୀ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ଗ୍ରହଣ […]

pralipta-priyadarini-and -raja-murder-case

Rakesh Mallick
  • Published: Sunday, 13 March 2016
  • Updated: 13 March 2016, 05:45 PM IST

Sports

Latest News

ଭୁବନେଶ୍ୱର: ଟେଲି କଳାକାର ରାଜା ପଟ୍ଟନାୟକ ମୃତ୍ୟୁ ପରେ ଚର୍ଚ୍ଚାର ପରିସରକୁ ଆସିଥିବା ଅଭିନେତ୍ରୀ ଜେସିଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ଓଡ଼ିଶା ଟେଲି ଆର୍ଟିଷ୍ଟ ଆସୋସିଏସନ୍ (ଓଟା)ର ସାଧାରଣ ପରିଷଦ ବୈଠକରେ ଜେସି ଓ ତାଙ୍କ ସମ୍ପର୍କରେ ଆସିଥିବା ଅଭିଯୋଗକୁ ନେଇ ବିଷଦ୍‌ ଆଲୋଚନା ହୋଇଛି। ନ୍ୟାୟାଳୟରେ ମାମଲା ଶେଷ ନ ହେବା ପର୍ଯ୍ୟନ୍ତ ଜେସିଙ୍କ ସହ ଅଭିନୟ ନ କରିବା ସଂକ୍ରାନ୍ତରେ ହୋଇଥିବା ଆଲୋଚନା ଉପରେ ଆଗାମୀ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଛି। କଳାକାର ଭଗବାନ ବେହେରାଙ୍କ ଅଭିଯୋଗକୁ ଆଧାର ଏହା ସ୍ଥିର ହେବା ସହ ଜେସି କରୁଥିବା ସିରିୟଲ୍‌ର କର୍ତ୍ତୃପକ୍ଷଙ୍କୁ ଓଟା ପକ୍ଷରୁ ନୋଟିସ୍‌ କରାଯିବ ବୋଲି କୁହାଯାଇଛି।

ଏ ନେଇ କଳାକାର ଭଗବାନ୍‌ ବେହେରା କହିଛନ୍ତି, “ଆଜିର ବୈଠକରେ ମୋ ସପକ୍ଷରେ କଳାକାର ସଂଘ ପକ୍ଷରୁ ବହୁ କର୍ମକର୍ତ୍ତା ଯୁକ୍ତି ରଖିଥିଲେ। ଏ ନେଇ ଲିଖିତ ଭାବେ ସବୁ କର୍ମକର୍ତ୍ତାଙ୍କଠାରୁ ମତମତ ନିଆଯାଇଛି। ସମ୍ପୃକ୍ତ ଧାରାବାହିକ ପ୍ରଯୋଜକଙ୍କୁ ସଂଘ ପକ୍ଷରୁ ନୋଟିସ୍‌ ଜାରି କରାଯିବ।”

ଟେଲି ଆର୍ଟିଷ୍ଟ ଆସୋସିଏସନ୍‌ର ସମ୍ପାଦକ ନରେନ୍ଦ୍ର କୁମାର ପାତ୍ର କହିଛନ୍ତି, “ଜେସି ଆମ କଳାକାର ପରିବାର ଜଣେ ସଦସ୍ୟ। ତାର କିଛି ସମସ୍ୟା ଅଛି କି ନାହିଁ ଯଦି ଆମକୁ ନ ଜଣାଇବ ଆମେ କେମିତି ଜାଣିବୁ। ଜେଲରୁ ମୁକୁଳିବାର ପର ଦିନ ସେ ସେ ସୁଟିଂ କରିବାକୁ ଯାଇଛି। ଏଥିରୁ ସେ ଦୁଃଖରେ ଥିବା ଆମେ ଅନୁଭବ କରିପାରିଲୁ ନାହିଁ। ଏ ନେଇ ସବୁ ସଦସ୍ୟ ତାଙ୍କ ମତ ଦେଇସାରିଛନ୍ତି। ଆସନ୍ତା କାର୍ଯ୍ୟକାରିଣୀ ବୈଠକରେ ଏହା ଉପରେ ନିଷ୍ପତ୍ତି ନିଆଯିବ।”

ଓଡ଼ିଶା ଟେଲି ଆର୍ଟିଷ୍ଟ୍ ଆସୋସିଏସନ୍‌ର ଯୁଗ୍ମ ସମ୍ପାଦିକା ଏଲିନା ଦାସ କହିଛନ୍ତି, “ଭଗବାନ ବେହେରାଙ୍କ ଅଭିଯୋଗକୁ ଭିତ୍ତି କରି ଆଜିର ବୈଠକ କରାଯାଇଥିଲା। ଏ ନେଇ ସମସ୍ତ ସଦସ୍ୟଙ୍କ ମତାମତ ନିଆଯାଇଥିଲା। ବ୍ୟକ୍ତଗତ ଭାବେ ଜେସିଙ୍କୁ ନେଇ କୌଣସି ଆଲୋଚନା ହୋଇନାହିଁ। ପରବର୍ତ୍ତୀ ବୈଠକରେ ଯାହା ନିଷ୍ପତ୍ତି ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story