ବ୍ରହ୍ମପୁର: ବ୍ରହ୍ମପୁର ଏଡିଜେ କୋର୍ଟ ଏକ ହତ୍ୟା ମାମଲାରେ ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ବିଏନ୍ପୁର ଥାନା ପୋଲିସ୍କୁ ଅନୁମତି ଦେଇଛନ୍ତି। ଏଥିସହ ବ୍ରହ୍ମପୁର ମହାନଗର ନିଗମର କଂଗ୍ରେସ୍ କର୍ପୋରେଟର ରଞ୍ଜିତ ନାୟକ ଓ ଆର୍. ମୂରଲୀ ମୋହନଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛି।
୨୦୧୪ ନଭେମ୍ୱର ୧ ତାରିଖରେ ଚମାଖଣ୍ଡି ଅଞ୍ଚଳରେ ବାବୁ ଶତପଥୀଙ୍କର ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ବାବୁଙ୍କ ଅପହରଣ ପରେ ହତ୍ୟା କରାଯାଇଥିବା ତାଙ୍କ ବାପା ବିଏନ୍ପୁର ଥାନାରେ ଅଭିଯୋଗ କରିଥିଲେ। ଏଥିରେ ସେ ରମେଶ, ମୂରଲୀ ଓ ରଞ୍ଜନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ଥିଲେ। ଏବେ ବିଭିନ୍ନ ମାମଲାରେ ଏହି ତିନି ଜଣ ଜେଲରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜାମା ମସଜିଦ ସର୍ଭେ ବେଳେ ଉତ୍ତେଜନା; ୩ ମୃତ, ୩୦ ପୁଲିସ ଆହତ
ଶାହି ଜାମା ମସଜିଦ ସର୍ଭେ ସମୟରେ ସର୍ଭେ ଟିମ୍ ଉପରକୁ କିଛି ଲୋକ ପଥର ମାଡ଼ କରିଥିଲେ।
Crime
ମଦ ପିଇ ତିନି ସାଙ୍ଗଙ୍କ ବେପରୁଆ ଗାଡ଼ି ଚାଳନା; ଅଟକାଇବାରୁ ପୁଲିସକୁ ମାରିଦେଲେ
ପୁଲିସ ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ମୃତ।
Crime
ବନ୍ଦ କୋଠରୀରୁ ୮ ଦିନ ପରେ ସ୍ୱାମୀ ଉଦ୍ଧାର, ଖାଇବାକୁ ନଦେଇ ନିସ୍ତୁକ ମାଡ଼ ମାରି ବନ୍ଦୀ କରିଥିଲେ ସ୍ତ୍ରୀ
କସ୍ତାନ୍ତିନ ପରିଛା ଓ ତାଙ୍କ ପତ୍ନୀ ପ୍ରାଣ ରଞ୍ଜନି ପରିଛାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଝଗଡ଼ା ଲାଗି ରହିଥିଲା।