ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ, ବିଚାର ବିଭାଗୀୟ ହାଜତକୁ ଗଲେ ରମେଶ

ବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ପୋଲିସ୍ ବିଭିନ୍ନ ମାମଲା ନେଇ ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ରିମାଣ୍ଡ ଅବଧି ସରିବା ପରେ ରମେଶ ଜେନାଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। କୋର୍ଟକୁ ଯିବା ବେଳେ ରମେଶ କହିଥିଲେ ଯେ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି। […]

ramesh-jena

ramesh-jena

Rakesh Mallick
  • Published: Sunday, 20 March 2016
  • Updated: 20 March 2016, 04:03 PM IST

Sports

Latest News

ramesh-jenaବ୍ରହ୍ମପୁର: ଗିରଫ ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ରବିବାର ଶେଷ ହୋଇଛି। ପୋଲିସ୍ ବିଭିନ୍ନ ମାମଲା ନେଇ ରମେଶଙ୍କୁ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ରିମାଣ୍ଡ ଅବଧି ସରିବା ପରେ ରମେଶ ଜେନାଙ୍କୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। କୋର୍ଟକୁ ଯିବା ବେଳେ ରମେଶ କହିଥିଲେ ଯେ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ହୋଇଛି।

ଏହା ପୂର୍ବରୁ ରମେଶକୁ ପ୍ରଥମେ ୫ ଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ୍।

ଅନ୍ୟପକ୍ଷରେ ଆଜି ରମେଶଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ନାଁରେ ଆଉ ଏକ ଜମି ଠକେଇ ମାମଲା ରୁଜୁ ହୋଇଛି। କେଶ୍ ନମ୍ୱର ୨୫/୧୬ ଓ ଆଇପିସି ଧାରା ୧୨୦ବି, ୩୮୪, ୩୮୬ ଓ ୩୪ରେ ରମେଶ ଜେନା, କର୍ପୋରେଟର ଆର୍.ମୂରଲି ମୋହନ ଓ ଓକିଲ ଭାଗୀରଥୀ ରାଓଙ୍କ ନାମରେ ମାମଲା ରୁଜୁ ହୋଇଥିବା ବ୍ରହ୍ମପୁର ଏସ୍‌ପି ସାର୍ଥକ ଷଡ଼ଙ୍ଗୀ କହିଛନ୍ତି।

ଅନ୍ୟପଟେ ପୂର୍ବରୁ ଜବତ ହୋଇଥିବା ଲେକ୍ସସ ଦାମୀ କାର୍ ସଂପର୍କରେ ପୋଲିସ୍ ଅନେକ ତଥ୍ୟ ହାସଲ କରିଛି। ହରିଆଣାର ଜଣେ ରାଜନେତାଙ୍କ ଠାରୁ ଏହି ଗାଡ଼ିଟି କିଣା ଯାଇଥିଲା। ଗାଡି ବାବଦକୁ ୩୨ଲକ୍ଷ ଟଙ୍କା ଦେବାକୁ ଛିଡ଼ିଥିବା ବେଳେ ରମେଶ ୨୪ଲକ୍ଷ ଟଙ୍କା ଦେଇଥିବାରୁ ତାଙ୍କ ନାମକୁ ଗାଡ଼ିଟିକୁ ଟ୍ରାନ୍ସଫର କରାଯାଇ ନ ଥିଲା ବୋଲି ଜଣାପଡ଼ିଛି।

ସମ୍ପତ୍ତି ସଂପର୍କରେ ଅଧିକ ଖୋଳତାଡ଼ ପାଇଁ ମୁରଲି ଓ ରମେଶଙ୍କ ବାପାଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ବ୍ରହ୍ମପୁର ପୋଲିସ୍।

ବିଲ୍ଡର ସନାତନ ଜେନାଙ୍କୁ ଜେରା ବେଳେ ଗ୍ରୀନ୍ ଇଣ୍ଡିଆ ଚିଟଫଣ୍ଡ ଲିଙ୍କ୍ ଓ ଆଉ ଏକ ମାମଲାରେ ଦେଢ କୋଟି ଟଙ୍କା ଠକି ନେଇଥିବାର ଜଣାପଡ଼ିଛି। ସେହିପରି ସୁଧ ବେପାର କରୁଥିବା ସଦାନନ୍ଦ ସାହୁ ଓ ଆର୍ମସ୍ ଲିଙ୍କ୍ ସଂପର୍କରେ ସନ୍ତୋଷ ବେହେରାଙ୍କୁ ରିମାଣ୍ଡରେ ଆଣି ଜେରା ଜାରି ରଖିଛି ପୋଲିସ୍। ଏନେଇ ପୋଲିସର ଏକ ଟିମ୍ କୋଲକାତା ଓ ଝାଡ଼ଖଣ୍ଡ ଯିବ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story