ଗୁଣପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ଗୁଣପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡ଼ା ଜିଲ୍ଲା ଏଦୁଲଔଲସା ଗାଁରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପର୍ଶିନ ଶବର। ସୋମବାର ରାତିରେ ପର୍ଶିନି ଶବର ଓ ପିତାମ୍ୱର ଶବରଙ୍କ ମଧ୍ୟରେ ଘର ଜାଗାକୁ ନେଇ ବଚସା ହୋଇଥିଲା। ପରେ ପିତାମ୍ୱର ଏକ ପଥରରେ ପର୍ଶିନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ପର୍ଶିନଙ୍କ ମୃତ୍ୟୁ ହୋଇଥିଲା।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ […]

gunupur

gunupur

Rakesh Mallick
  • Published: Tuesday, 17 November 2015
  • Updated: 17 November 2015, 07:05 AM IST

Sports

Latest News

ଗୁଣପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାୟଗଡ଼ା ଜିଲ୍ଲା ଏଦୁଲଔଲସା ଗାଁରେ ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପର୍ଶିନ ଶବର। ସୋମବାର ରାତିରେ ପର୍ଶିନି ଶବର ଓ ପିତାମ୍ୱର ଶବରଙ୍କ ମଧ୍ୟରେ ଘର ଜାଗାକୁ ନେଇ ବଚସା ହୋଇଥିଲା। ପରେ ପିତାମ୍ୱର ଏକ ପଥରରେ ପର୍ଶିନଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ହିଁ ପର୍ଶିନଙ୍କ ମୃତ୍ୟୁ ହୋଇଥିଲା।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରି  ବ୍ୟବଚ୍ଛେଦ ପାଇଁ ପଠାଇଛି। ପିତାମ୍ବରକୁ ପୋଲିସ ଥାନାକୁ ଡାକି  ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story