ଆରଏସ୍‌ପି କର୍ମଚାରୀଙ୍କ ଉପରକୁ ଗୁଳି ମାଡ଼

ରାଉରକେଲା: ରାଉରକେଲା ସେକ୍ଟର ୧୮ ଅଞ୍ଚଳରେ ଆରଏସ୍‌ପି କର୍ମଚାରୀ ମନୋଜ ତିୱାରୀଙ୍କ ଉପରକୁ ଗତକାଲି ରାତିରେ ଗୁଳି ମାଡ଼ ହୋଇଛି। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଅର୍ଥ ଓ ସୁଧ କାରବାରକୁ ନେଇ ଦୁଇ ଯୁବକ ତାଙ୍କୁ ଉପରକୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଛି।

rkl fireing

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 04:36 PM IST

ରାଉରକେଲା: ରାଉରକେଲା ସେକ୍ଟର ୧୮ ଅଞ୍ଚଳରେ ଆରଏସ୍‌ପି କର୍ମଚାରୀ ମନୋଜ ତିୱାରୀଙ୍କ ଉପରକୁ ଗତକାଲି ରାତିରେ ଗୁଳି ମାଡ଼ ହୋଇଛି। ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଅର୍ଥ ଓ ସୁଧ କାରବାରକୁ ନେଇ ଦୁଇ ଯୁବକ ତାଙ୍କୁ ଉପରକୁ ଗୁଳି କରିଥିବା ଅଭିଯୋଗ ହୋଇଛି।

ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରୀ ରଖିଛି।

Related story